Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ପ୍ରଶାସନ ସେବାୟତଙ୍କ ମଧ୍ୟରେ ବୈଠକ

374 0

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ।  ମହା ପ୍ରଭୂ ଙ୍କ ଚନ୍ଦନ ଯାତ୍ରା ନୀତି ଶ୍ରୀ ମନ୍ଦିର ଭିତରେ ହେବ ବୋଲି ଆଜି ଆଜି ନିଷ୍ପତି ନିଆ ଯାଇଛି ମହା ପ୍ରଭୂ  ଙ୍କର ଯେମିତି ନରେନ୍ଦ୍ର ପୁଷ୍କରଣି  ରେ   ଚାପ ଅନୁଷ୍ଠିତ ହେଉଥିଲା, ଠିକ ସେହି ପରି ଶ୍ରୀ ମନ୍ଦିର ଭିତରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଶ୍ରୀ ଦେବୀ, ଭୁଦେବି, ପାଞ୍ଚ ମହା ଦେବ ଯେପରି ପାଣି ରେ ବୁଡିରହନ୍ତି ସେହିପରି ନୀତି ହେବ ଏହି ସମସ୍ତ ନୀତି ମାଞ୍ଜଣା ମଣ୍ଡପରେ ହେବ । ଦୁଇଟି କୁଣ୍ଡ ପ୍ରସ୍ତୁତି ହୋଇ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହେବ ।ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ ଅନୁକୂଳ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ପଞ୍ଚ ମହାଦେବ ସେବାୟତ ଏବଂ ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଯୋଗ ଦେଇଥିଲେ।ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା ଏହି ନିଷ୍ପତ୍ତି କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେଥିଲାଗି ଶନିବାର ଜିଲାପାଳ  ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ସେବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

Related Post

କେନ୍ଦୁଝର ଓ ଚମ୍ପୁଆ ବସ ମାଲିକ ସଂଘ ର ବିବାଦ ଚରମ ସୀମାରେ ,ଚଣ୍ଡିଖୋଲ ରେ ଯାତ୍ରୀ ହନ୍ତସନ୍ତ

Posted by - June 12, 2019 0
ଯାଜପୁର:ଆଜି ଚଣ୍ଡିଖୋଲ ଠାରେ କେନ୍ଦୁଝର ସଂଘର ୫ଟି ବସକୁ ଚଣ୍ଡିଖୋଲ ବସ ମାଳିକ ସଂଘର କେତେକ କର୍ମକର୍ତ୍ତା ଅଟକାଇ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଛନ୍ତି। ଆଜି ପ୍ରଚଣ୍ଡ…

ଭିଜିଲାନ୍ସ ପଞ୍ଜାରେ ଶିକ୍ଷା ବିଭାଗର ମୁଖ୍ୟ କିରାଣି, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ନେଉଥିଲେ ଲାଞ୍ଚ

Posted by - June 24, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭିଜିଲାନ୍ସ ବିଭାଗର ବ୍ୟାପକ ଧରପଗଡ ସତ୍ତ୍ୱେ ଲାଞ୍ଚଖୋର କର୍ମଚାରୀ ଙ୍କ କାରନାମା ଥମିବାର ନାଁ ଧରୁନି। ଭିଜିଲାନ୍ସ ଜାଲରେ…

ଆକସ୍ମାତ କେସିଙ୍ଗା ରେ ଡ୍ରାଇଭର ମହାସଂଘ ର ରାଜପଥ ଅବରୋଧ: ଯାତ୍ରୀ ହନ୍ତସନ୍ତ

Posted by - April 19, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷ ରୁ ୧୧ ଦଫା ଦାବି ନେଇ କେସିଙ୍ଗା ସହର ବଲାଙ୍ଗୀର ଛକ,ପ୍ରାଣୀ…

ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିଯୋଗର ତାଲିକା

Posted by - September 8, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗିରପଂ ହୋଇ ଜେଲ ଯାଇଥିବା ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ…

ପୁଣି ସମୟ ବଦଳାଇଲେ ଯାଜପୁର ଜିଲ୍ଲାପାଳ,କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ

Posted by - March 30, 2020 143
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର…

Leave a comment

Your email address will not be published.