ଆଦିବାସୀ ବିକାଶ ସମିତି ର ଅଧକ୍ଷ୍ୟା ପଦ୍ମଶ୍ରୀ ତୁଳଶୀ ମୁଣ୍ଡାଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିଦର୍ଶନ

621 0

କେନ୍ଦୁଝର:(ସିତାରାମ ଦିକ୍ଷୀତ) ଆଦିବାସୀ ବିକାଶ ସମିତି ପକ୍ଷରୁ ଅଧ୍ୟକ୍ଷ ପଦ୍ମଶ୍ରୀ ତୁଳଶୀ ମୁଣ୍ଡା ନିଜେ ଉପସ୍ଥିତ ରହି ସେରେଣ୍ଡା ପଞ୍ଚାୟତ ର ସାହି କିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପରି ଭ୍ରମଣ କରି ଅନୁଧ୍ୟାନ କରି ସେରେଣ୍ଡା ପଞ୍ଚାୟତର ପି ସାହି ରେ କିଛି ମାଙ୍କଡ଼ିଆ ନିଜ ଘର ଝୁମ୍ପୁଡି ଅବସ୍ଥାରେ ରହିଥାନ୍ତି। ସେମାନଙ୍କ ବୃତ୍ତି ହେଲା ଘର ଘର ବୁଲି ଭିକ୍ଷା ବୃତ୍ତି ଚଳନ୍ତି।ଆଦିବାସୀ ବିକାଶ ସମିତି ପକ୍ଷରୁ ପଦ୍ମଶ୍ରୀ ତୁଲଶୀ ମୁଣ୍ଡା ନିଜ ହାତରେ ମାସ୍କ,ସାବୁନ,ମସାରି, କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ।ପ୍ରକୃତରେ କହିବାକୁ ଗଲେ ଭିକ୍ଷା ବୃତ୍ତି କରୁଥିବା ଜନ ସାଧାରଣ ପାଇଁ କଣ ସରକାର ସୁବିଧା କଣ ଅଛି।

ସମଗ୍ରବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦପଡିନାହିଁ ଓଡିଶାରାଜ୍ୟ। କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ବେଶ ତତ୍ପରତା ଦେଖାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ବହୁ କୋଟିଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତ ରାସନକାର୍ଡ ଥିବା ପରିବାରକୁ ୩ମାସର ରାସନ ସାମଗ୍ରୀ ଆଗୁଆ ଯୋଗାଇ ଦେଇଛନ୍ତି। କିନ୍ତୁ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଇଥିବା ବେଳେ ଖଟିଖିଆ ଦିନମଜୁରିଆ ଲୋକଟିଏ ପାଇଁ ଏହାମାତ୍ର ୫ଦିନର ରାସନ। ଫଳରେ ଲକଡାଉନ ସମୟରେ ବାକିଦିନର ରାସନ ଯୋଗାଡ଼ ପାଇଁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି।

ଲକଡାଉନ ଘୋଷଣା ମଧ୍ୟବିତ୍ତ, ଖଟିଖିଆ,ଦିନମଜୁରିଆ ପରିବାର ଗୁଡିକ ପାଇଁ ଯଦିଓ କଷ୍ଟଦାୟକ ହେଉଛି ତଥାପି ସମର୍ଥନ କରିଛନ୍ତି। ତେବେ ଲକଡାଉନ ଜୀବନଜୀବିକାକୁ ପ୍ରଭାବିତ କରି ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି ଆଦିବାସୀ ବିକାଶ ସମିତି ପକ୍ଷରୁ ପଦ୍ମଶ୍ରୀ ତୁଲଶୀ ମୁଣ୍ଡା, ସାମାଜିକ କର୍ମୀ ଦମୟନ୍ତି ସାମଲ,ଗଣେଶ ପାତ୍ର ବ୍ରଜକିଶୋର ପୂର୍ଣ ସମର୍ଥନ ଦେଇଥିଲେ।

Related Post

ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ବୈଠକ

Posted by - August 5, 2021 0
l ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଉମେରକୋଟ ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ଉମରକୋଟ ଝରୀଗାଁ ଡାବୁଗାଁ ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ୱେବମିଡ଼ିଆ…

ଆର ଏମ ସି ତରଫ ରୁ ଉଠା ଦୋକାନୀ ଙ୍କୁ ପାଲ ବଣ୍ଟନ

Posted by - March 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହୋଇଥିବା ଅସ୍ଥାୟୀ ମାର୍କେଟରେ ସମସ୍ତ ବ୍ୟବସାୟୀଙ୍କୁ ଆରଏମସି ପକ୍ଷରୁ ପାଲ ବଂଟନ କରାଯାଇଥିଲା । P ଯାଜପୁର ଡିଆରଡିଏ…

ବନ୍ଧ ପାଣି ରେ ବୁଡି ଯୁବକ ଙ୍କ ମୃତ୍ୟୁ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବନ୍ଧ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।ମୃତକ ଜଣକ ମନମୁଣ୍ଡା ଥାନା ପଲସାଗୋରା ପଂଚାୟତ ବାଘମୁଣ୍ଡା ଗ୍ରାମର ବଉଲା…

ଯାଜପୁର ରେ ଉତ୍କଳ ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

Posted by - March 15, 2019 150
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଊତ୍କଳ ଦିବସ ପାଳନ ଊପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

କେନ୍ଦୁଝର ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

Posted by - September 11, 2019 186
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…

Leave a comment

Your email address will not be published.