Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

570 0

ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ ତ୍ରୀଷା ପ୍ରିୟଦର୍ଶନୀ ନାୟକ ନିଜର ତୃତୀୟ ଜନ୍ମଦିନ ଅବସରରେ ୧୦୧୧ଟଙ୍କା କୋଭିଡ଼୍ ଫଣ୍ଡକୁ ଦାନ କରିଛନ୍ତି । ଶନିବାର ପୂର୍ବାହ୍ନରେ କୁନିଝିଅ ତ୍ରୀଷା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ପହଂଚି ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକଙ୍କ ହସ୍ତରେ ଜିଲ୍ଲାପାଳଙ୍କ ରେଡ଼କ୍ରସ ଫଣ୍ଡକୁ ଏହି ଅର୍ଥପ୍ରଦାନ କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ସାମାଜିକ ସଂଗଠନ ୟଥ ଫର୍ ଏକ୍ସନ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍ସା)ସାମାଜିକ ସଂଗଠନ ୟଥ୍ ଫର୍ ଏକ୍ସନ୍ ବାଲେଶ୍ଵର ପରିବାର ତରଫରୁ ଆଜି ବାଲିଆପାଳ ବ୍ଲକ୍ ର ଛଡା ଗ୍ରାମ ପଂଚାୟତରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ…

ସୋନପୁର ଭେଷଜ ବିଶେସଜ୍ଞ  ଡଃ ନରେନ୍ଦ୍ର ମେହେର ଙ୍କ ବଦନ୍ୟତା

Posted by - March 28, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ କୁ  ସୋମବାର ଦିନ  ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ର…

ଆଦିବାସୀ ମହିଳା ଓ ପୁରୁଷଙ୍କୁ ଛେଳି ଓ କୁକୁଡ଼ା ପାଳନ ତାଲିମ ଶିବିର ଉଦଯାପିତ

Posted by - February 6, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)କୋଭୀଡ – ୧୯ ପାଇଁ, ଆର୍ଥିକ ଅନଗ୍ରସର କ୍ଷତିଗ୍ରସ୍ତ ଆଦିବାସୀ ମହିଳା ଓ ପୁରୁଷ ଙ୍କୁ, ଛେଳି ଓ କୁକୁଡ଼ା ପାଳନ ର ଏକ ଦଶ…

ସିନ୍ଧେକେଲା ରେ ମାରୱାଡି ଯୁବାମଞ୍ଚ ଦ୍ୱାରା ଅମୃତଧାରା ପ୍ରକଳ୍ପ ଲୋକାର୍ପଣ

Posted by - November 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପୋଲିସ ଷ୍ଟେସନ ସମ୍ମୁଖରେ ଭାରତର ଅଗ୍ରଣୀ ସେବା ସଂସ୍ଥା ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚ ସିନ୍ଧେକେଲା ଶାଖା ପକ୍ଷରୁ…

ଜିଲ୍ଳାପାଳଙ୍କ ସାଗରପାଲି ଗସ୍ତ

Posted by - July 4, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ଜିଲ୍ଲାପାଳ  ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକ ସାଗରପାଲି ଗ୍ରାମ ଗସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ…

Leave a comment

Your email address will not be published.