ନିପାଣିଆରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ଆଠ ନିଖୋଜ

1339 77

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଜମ୍ବୁଥାନା ଅନ୍ତର୍ଗତ ନିପାଣିଆ ନିକଟରେ ଘଟିଛି ବଡ଼ ଅଘଟଣ। ମହାନଦୀରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ନାମ ପ୍ରଭାତୀ ସ୍ୱାଇଁ ବୋଲି ଜଣାପଡ଼ିଛି। ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଅନୁଗୁଳ ରେ ଜମୁଛି ଦେବୀ ଦୁର୍ଗା ଙ୍କ ପୂଜା

Posted by - October 8, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅପରାହ୍ନ ରେ ପ୍ରବଳ ବର୍ଷା ¡ହେଲେ ସନ୍ଧ୍ୟାରେ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ .ଶାରଦୀୟ ଦୁର୍ଗାପୂଜା ପାଇଁ ଶିଳ୍ପ ନଗରୀ ଅନଗୁଳ…

ଜାମୁପଦର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ନିମ୍ନ ମାନର,ନିର୍ମାଣ ୨ ଦିନ ପରେ ଉଠିଲା ପିଚୁ

Posted by - February 5, 2022 0
ବୌଦ୍ଧ: ( ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜାମୁପଦର କୁ ଯାଇଥିବା ରାସ୍ତା ଟି ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ବର୍ତ୍ତମାନ ନିର୍ମାଣକାମ…

There are 77 comments

  1. I simply could not leave your site before suggesting that I actually enjoyed the usual info a person supply in your visitors? Is going to be back often to inspect new posts

  2. Spot on with this write-up, I truly believe this website requirements a lot much more consideration. I’ll probably be once more to read much much more, thanks for that info.

  3. I think that may be an interesting element, it made me assume a bit. Thanks for sparking my considering cap. On occasion I get so much in a rut that I simply really feel like a record.

  4. Pingback: bahis siteleri

  5. বাংলা প্রশ্ন উত্তর সাইট তল্লাশি, আজই আপনার সমস্যা নিয়ে প্রশ্ন করুন , অভিজ্ঞ ব্যক্তিগন আপনার প্রশ্নের উত্তর দিয়ে সহযোগিতা করবে । তাছাড়াও অন্যাদের প্রশ্নের উত্তর দিয়ে, জিতে নিন আকর্ষণীয় পুরস্কার । তল্লাশিতে যেকোনো বিষয়ে প্রশ্ন করতে পারেন।।

  6. Simply want to say your article is as amazing. The clarity in your post is just great and i can assume you’re an expert on this subject. Fine with your permission allow me to grab your feed to keep up to date with forthcoming post. Thanks a million and please keep up the gratifying work.

  7. Took me time to read all the comments, but I really enjoyed the article. It proved to be Very helpful to me and I am sure to all the commenters here It’s always nice when you can not only be informed, but also entertained I’m sure you had fun writing this article.

Leave a comment

Your email address will not be published.