ସୂର୍ଯ୍ୟାଲୋକ ସମାଜ ସେବା ପରିବାର ଦ୍ବାରା ସଦର ଥାନାଧିକାରୀ ଙ୍କ ସହଯୋଗ ରେ ଖାଦ୍ୟ ସାମଗ୍ରୀ ବଣ୍ଟନ

974 144

ଆଜିବି ବଞ୍ଚିଛି ମଣିଷ ପଣିଆ , ଗୋଟେ ପଟେ କରୋନା ଡରରେ ଲକଡାଉନ୍ ଆଉ ଗୋଟେ ପଟେ ଭୋକରେ ଆଉଟୁ ପାଉଟୁ ହେଉଥିବା ପେଟ ଚାଖଣ୍ଡ। କିଏ ବୁଝିବ ତା’ କଥା ? ଦୟାକୁ ଆଖି ତରାଟି ଚାହିଁଥିବା ଏ ମଣିଷମାନଙ୍କ ଦୁଃଖ କିଏ ବୁଝିବ ? ଏପରି ସମୟରେ ଦେବଦୂତ ସାଜିଛନ୍ତି ସୂର୍ଯ୍ୟାଲୋକ ସମାଜ ସେବା ସାମାଜିକ ସଂଗଠନର ସଦସ୍ୟମାନେ ଏବଂ ବଢା଼ଇଛନ୍ତି ସହାୟତାର ହାତ।ସୂର୍ଯ୍ୟାଲୋକ ସମାଜ ସେବା ପରିବାର ଦ୍ବାରା ବରୁଆଁ ଥାନା ଆଗରେ ଥିବା ଆଦିବାସୀ ବସ୍ତିରେ ସଦର ଥାନାଧିକାରୀ ଙ୍କ ସହଯୋଗ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ପ୍ରଦାନ  କରାଯାଇଥିଲା

Facebook Notice for EU! You need to login to view and post FB Comments!

Related Post

ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ପାଳିଲେ ଡମ୍ବରୁଧର।

Posted by - August 12, 2020 0
ଯାଜପୁର ଅଫିସ:(ସ୍ପେଶାଲ ରିପୋର୍ଟ-ସୌମ୍ୟାସାଇ ବାରିକ୍)ପାବନ ଭୂମି ଭାରତ ବର୍ଷ ରେ କୃଷ୍ଣ ଙ୍କ ଧରାବତରଣ ବିଶ୍ଵ କୁ ପ୍ରେମ ର ବାର୍ତ୍ତା ପ୍ରଦାନ କରେ। ଦ୍ଵାପର ଯୁଗରୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କରଫିଉ,ଜାଣିଲେ ଆପଣ ଭି ଚକିତ ହେବେ

Posted by - March 21, 2020 84
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା…

ଛାୟାଳିଆ ବାସନ୍ତୀ ପୂଜା ମଣ୍ଡପରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ବାଲେଶ୍ଵର:କଥାରେ ଅଛି ରକ୍ତଦାନ ମହାପୁଣ୍ୟ l ଆଜିର ବିଜ୍ଞାନ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣୁଥିବା ବେଳେ ବାସ୍ତବରେ ରକ୍ତ ମଣିଷ ଦେହରେ ପ୍ରାକୃତିକ ଉପାୟରେ ସୃଷ୍ଟି…

ଦୀପାବଳିରେ ବାଣ ନୁହେଁ ହସଫୁଟାଇବା ପାଇଁ ଏକ ନିଆରା ପ୍ରୟାସ 

Posted by - November 6, 2021 0
ଭୁବନେଶ୍ବର:ଆଲୋକର ପର୍ବ ଦୀପାବଳୀ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଥାଏ । ସମସ୍ତେ ବାଣ ଫୁଟାଇ ଦୀପ ଜାଳି ଦୀପାବଳି ପାଳନ କରିଥାନ୍ତି କିନ୍ତୁ ଏହା ଭିତରେ…

There are 144 comments

Leave a comment

Your email address will not be published.