ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ,ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ

545 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ । ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହା କୌଣସି ଅପହଂଚ ଇଲାକାର ଘଟଣା ନୁହେଁ ଯାଜପୁର ଜିଲାରୁ ଆସିଛି ଏଭଳି ଅଭିଯୋଗ । ଏଭଳି ଅଭିଯୋଗ ଯାଜପୁର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନପୁର ଗାଁରୁ ଆସିଛି । ଗାଁର ମଲି ମାଝି ଙ୍କ ଦେହ ଅସୁସ୍ଥ ହେବାରୁ ତୁରନ୍ତ ୧୦୮ ନମ୍ବରକୁ ଯୋଗାଯୋଗ କରିଥିଲେ ।

କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବାରୁ ବାଧ୍ୟ ହୋଇ ଲୋକେ ଟ୍ରଲିରେ ମହିଳାଙ୍କୁ ଯାଜପୁର ଟାଉନ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ବାଟରେ ଆମ୍ବୁଲାନ୍ସ ପଂହଂଚିବାପରେ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ର ଅବହେଳା ଯୋଗୁଁ ରୋୀଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାରୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଦାବୀ ହୋଇଛି ।

Related Post

ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା

Posted by - December 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା । କେନ୍ଦ୍ରସରକାରଙ୍କ କୃଷି…

ହରିଶଙ୍କରରେ ମାଡି ଆସିଲା ୧୦ଫୁଟର ପାଣି, ଖସିଲା ମାଟି ଅତଡା,ଯୋଗାଯୋଗ ବିଚ୍ଛିନ୍ନ

Posted by - August 12, 2019 0
ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର…

ମମିତା ମେହେର କୁ ନ୍ୟାୟ, ଶକ୍ତି ଓ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବରଖାସ୍ତ ଦାବିରେ ବିଜେପି ର ବନ୍ଦ ପାଳନ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ରେ ସମ୍ପୃକ୍ତ ସମସ୍ତ ଅପରାଧି…

ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ

Posted by - June 22, 2021 0
ଯାଜପୁର ଅଫିସ :୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା…

କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତର ନିଲମ୍ବିତ

Posted by - March 27, 2020 0
ଭୁବନେଶ୍ବର୨୭/୩: ବିଧାନସଭା ଡିସପେନସାରୀ ମେଡିକାଲ୍ ଅଧିକାରୀଙ୍କ ବିରୋଧରେ ଆକ୍ସନ। ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର…

Leave a comment

Your email address will not be published.