ବ୍ରହ୍ମବରଦାରେ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ

6578 604

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଂଚଳ ବ୍ରହ୍ମବରଦା ଅଂଚଳରେ ସଟ ଡାଉନ ଜାରି ରହିଛି । ସେହି ଅଂଚଳରେ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେଠାରେ ସଟ ଡାଉନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଜିଲାର ପ୍ରମୁଖ ଯାଜପୁର ଓ ବ୍ୟାସନଗର ସହରବାସୀଙ୍କୁ ଘରେ ଔଷଧ ମିଳିବ ।

ଏଥିପାଇଁ ବିଭିନ୍ନ ଦୋକାନ ମାନଙ୍କର ହ୍ୱାଟ୍ସ ଆପ ନମ୍ବର ଦିଆଯିବ ସେହି ନମ୍ବରରେ ମେଡିସିନ ଅର୍ଡର କରିବା ପରେ ସଂପୃକ୍ତ ଦୋକାନୀ ଲୋକଙ୍କୁ ଘରେ ମେଡିସିନ ଦେବେ । ଏଥିସହିତ ଜିଲାରେ ବିଭିନ୍ନ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ନିଜର ବ୍ୟବସାୟ କରିବା ପାଇଁ ପ୍ରଶାସନ ପକ୍ଷରୁ ପାସର ବ୍ୟବସ୍ଥା କରାଯିବ ।

କ୍ଷୀର ସଂଗ୍ରହ ପାଇଁ ଆସୁଥିବା ବିଭିନ୍ନ କଂପାନି କର୍ମଚାରୀଙ୍କୁ ମଧ୍ୟ ପାସ ମିିଳିବ ବୋଲି ଆଜି ଜିଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି । ଜିଲାର ବିଭିନ୍ନ ସ୍ଥାନରେ ଥିବା ଓମପେଂଡ ଷ୍ଟଲ ଗୁଡିକ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇଥିବା ଜିଲାପାଳ  କହିଛନ୍ତି ।

Related Post

ଭାରାସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ୍ ,ଚାଳକ ଗୁରୁତର,

Posted by - November 13, 2019 0
କେନ୍ଦୁଝର,୧୨/୧୧ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ପରିବାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା…

ଇଉଥ ଫର ସେବା ତରଫରୁ ମାସ୍କ ବଣ୍ଟନ

Posted by - August 30, 2021 0
ଯାଜପୁର ଅଫିସ :ସମ୍ଭାବ୍ୟ ତୃତୀୟ ଲହର ବେଳେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ଏଥାପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି।…

ନିଶା ନିବାରଣ ଜନ ସଚେତନତା ସମାବେଶ

Posted by - November 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟର ପ୍ରଥମ ନିଶା ନିବାରଣ ଆଇନ ପ୍ରଣେତା ପୂର୍ବତ୍ତନ ମୂଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନରେ ନିଶା ନିବାରଣ ପାଇଁ ଜନ ସଚେତନତା…

ପୁରୁଣା ପେନଶନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Posted by - April 25, 2022 0
ସୋନପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ…

There are 604 comments

  1. Can I just say what a comfort to find someone that truly understands what they’re discussing on the web. You actually understand how to bring a problem to light and make it important. More and more people need to check this out and understand this side of your story. I was surprised you are not more popular since you definitely possess the gift.

  2. Oh my goodness! Impressive article dude! Thank you, However I am experiencing issues with your RSS. I donít understand the reason why I am unable to subscribe to it. Is there anybody getting similar RSS problems? Anyone who knows the answer can you kindly respond? Thanks!!

  3. An impressive share! I have just forwarded this onto a coworker who had been doing a little research on this. And he in fact bought me dinner due to the fact that I discovered it for him… lol. So allow me to reword this…. Thanks for the meal!! But yeah, thanx for spending the time to talk about this topic here on your web page.

  4. Your style is unique in comparison to other folks I have read stuff from. Many thanks for posting when you’ve got the opportunity, Guess I will just bookmark this page.

  5. Hi, I do believe this is an excellent site. I stumbledupon it 😉 I’m going to revisit yet again since i have book-marked it. Money and freedom is the best way to change, may you be rich and continue to guide other people.

  6. I have to thank you for the efforts you have put in penning this blog. I am hoping to see the same high-grade content by you later on as well. In truth, your creative writing abilities has inspired me to get my own site now 😉

  7. After going over a number of the articles on your site, I truly appreciate your way of blogging. I saved it to my bookmark website list and will be checking back soon. Please check out my website as well and let me know your opinion.

  8. Просмотр фильма СамоИрония судьбы. Программы и сериалы телеканала ТНТ в прямом эфире, бесплатно, в отличном качестве.
    Сергей Жуков, Ольга Бузова, Марина Федункив, Михаил Галустян, Алсу, Павел Воля, Хабиб, Ольга Картункова, Михаил Галустян, Ольга Серябкина, Яна Кошкина, Демис Карибидис, Клава Кока, и более 25 и именитых актеров снимутся в новогоднюю ночь и покажут пародии на самые известные отрывки из русских новогодних комедий, импортных киносериалов и музыкальных клипов уходящего г.

  9. Pingback: 1protoplasm

Leave a comment

Your email address will not be published.