ଓଡିଶା ରେ ପ୍ରଥମ କୋରନା ଜନିତ ମୃତ୍ୟୁ।୭୨ ବର୍ଷୀୟ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଏହି ଵ୍ୟକ୍ତି ଗତ ୪ ତାରିଖ ରେ ଏମ୍ସ ରେ ଭର୍ତ୍ତି ହୋଇ ୬ ତାରିଖ ଗତ କାଲି ମୃତ୍ୟୁ ବରଣ କରିଛନ୍ତି।ତାଙ୍କର ପରୀକ୍ଷା କରାଯାଇ କୋରନା ପୋଜିଟିଭ ବୋଲି ଚିହ୍ନଟ ହୋଇଛି।

483 0

Related Post

ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ତେଜିଲା ଜେଡିଏ ଅାନ୍ଦୋଳନ

Posted by - December 7, 2018 2
କଟକ : ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ…

Leave a comment

Your email address will not be published.