ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

3019 415

କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ  ସକାଳ ୯ ଘଟିକା ସମୟରେ ଏକ ଅଣ୍ଡିରା ହରିଣ ଖଣ୍ଡିଆ ଖାବରା ଅବସ୍ଥାରେ ଗ୍ରାମ ମଧ୍ୟକୁ ପଶି ଆସିଥିଲା । ଗ୍ରାମବାସୀ ହରିଣଟିକୁ ଉଦ୍ଧାର କରି ଜଙ୍ଘିରା ବନବିଭାଗକୁ ହସ୍ତାନ୍ତର କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉକ୍ତ ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ହରିଣଟି କୁକୁର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ବନବିଭାଗ ପକ୍ଷରୁ ହରିଣର ଚିକିତ୍ସା ପରେ କାଳିଆହତା-ରଙ୍ଗମାଟିଆ ମଧ୍ୟବର୍ତ୍ତୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

ହରିଣଟି ଭୟଭୀତ ଅବସ୍ଥାରେ ଥିବା ବେଳେ ଜଙ୍ଗଲରେ ଛାଡିବାର ପରେ ଚଲାବୁଲା କରିଥିଲା । ହେଲେ ହରିଣଟି ଅଧିକ ଭୟଭୀତ ଥିବାରୁ ୧୨ ଘଟିକା ସମୟରେ ତାର ହୃଦଘାତରେ ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହରିଣର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହରିଣଟିର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Related Post

ବୌଦ୍ଧ ଜିଲ୍ଲା ରେ ସର୍ବ ପ୍ରଥମ 69ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

Posted by - November 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ସର୍ବ ପ୍ରଥମ ୬୯ ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଉଦଘାଟିତ ପାଇଁ ଆଜି ବୌଦ୍ଧ ଜିଲ୍ଲା ସୁନାମ ଅର୍ଜନ କରିଛି!ଏହି କ୍ରୀଡା ରେ ରାଜ୍ୟର କିଟ…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - June 14, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ବୌଦ୍ଧରେ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Posted by - April 16, 2022 0
ବୌଦ୍ଧ :(ବୌଦ୍ଧରୁ ଚିତ୍ତରଂଜନସିଂ)ପବିତ୍ର ଚୈତ୍ର ପୁର୍ଣିମା ଅବସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ,ତରଫରୁ ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି l…

କଳାହାଣ୍ଡିର ସାମୁହିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଅମଲାଭବନ ଠାରେ ନଭେମ୍ବର ୧୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ମିଳିତ…

ବନ୍ୟାର ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

Posted by - May 16, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ…

There are 415 comments

  1. Q: What should you eat before bedtime?
    A: female viagra pill near me All trends of medicines. Read dirt now.
    Men are supposed to wake up with an erection every morning. Kidding, if you’re in “good healthiness,” your consistency is hard-wired for “morning wood.” If you don’t regularly wake up with that bold morning erection, it could display that your testosterone levels, blood progress, or something more perilous is off.

Leave a comment

Your email address will not be published.