ସାମାଜିକ ଦୁରତ୍ଵ ନ ରଖିଲେ ବଜାର ହେବ ବନ୍ଦ – ଜିଲ୍ଲାପାଳ ଓ ଏସ.ପି. କଲେ ତାଗିଦ

300 0

.ଅନୁଗୋଳ :(ମହେଶ ଭୋମରାଜ)ଧୀରେ ଧୀରେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଯାହା କି ବେଶ ଚିନ୍ତାର ବିଷୟ ପାଲଟିଛି । ତେବେ ଏହି କରୋନା ଭାଇରସ କିଭଳି ନ ବ୍ୟାପିବ ଏଥିପ୍ରତି କେନ୍ଦ୍ର ସରକାର , ରାଜ୍ୟ ସରକାର ଏବଂ ପ୍ରଶାସନ ଅନେକ ଚେଷ୍ଟା କରୁଛନ୍ତି । ମୁଖ୍ୟତଃ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସାରା ରାଜ୍ୟକୁ ସରକାର ଲକଡାଉନ କରିଛନ୍ତି । ଏଥିପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି ।

ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ବାକି ସମସ୍ତ ଦୋକାନ ବଜାର , ଯାନି ଯାତ୍ରାକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖା ଯାଇଛି । ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଅନୁରୋଧ କରା ଯାଉଛି । ଦୋକାନ , ବ୍ୟାଙ୍କ , ଡାକ୍ତରଖାନା ଆଦିରେ ସାମାଜିକ ଦୂରତା ରକ୍ଷା କରିବାକୁ ଚିହ୍ନ ଦିଆ ଯାଇଛି । କିନ୍ତୁ ସେ ସବୁ ଚିହ୍ନରେ ଛିଡା ନ ହୋଇ ଲୋକ ସାମାଜିକ ଦୁରତ୍ଵକୁ ମଧ୍ୟ ଉଲ୍ଲଘଂନ କରୁଛନ୍ତି । ସୋମବାର ଠାରୁ ଯେଉଁ ସବୁ ଦୋକାନ ଗୁଡିକରେ ସାମାଜିକ ଦୁରତ୍ଵ ରକ୍ଷା ଯାଉ ନଥିବା ସେହି ଦୋକାନୀ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ଏସ.ପି. କହିଛନ୍ତି । କିଛି ଲୋକ ଏ ସବୁ ନିର୍ଦେଶକୁ ବେଖାତିର କରୁଥିବା ନଜରକୁ ଆସିଛି ।

ବିନା କାମରେ ବାହାରେ ବୁଲାବୁଲି କରୁଛନ୍ତି । ଏଥିପାଇଁ  କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦି କୌଣସି ଜରୁରୀ କାମରେ ଘରୁ ବାହାରିବେ ତେବେ ମାସ୍କ ବାଧ୍ୟତା ମୂଳକ ଭାବେ ଲଗାଇବାକୁ ପଡିବ ବୋଲି ଜିଲ୍ଲାପାଳ ମନୋଜ ମହାନ୍ତି କହିଛନ୍ତି । ତେବେ କିଛି ଲୋକ ଏ ସବୁ ନିର୍ଦେଶକୁ ବେଖାତିର କରୁଥିବା ନଜରକୁ ଆସିଛି । ବିନା କାମରେ ବାହାରେ ବୁଲାବୁଲି କରୁଛନ୍ତି । ଏଥିପାଇଁ ଆସନ୍ତାକାଲି (ସୋମବାର) ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

Related Post

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 8,532
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…

ସେଲଟର ହୋମ୍‌ରେ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ

Posted by - December 4, 2018 0
ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍‌ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ…

ବିନା କାରଣ ରେ ଗାଡି ଅଟକ ରଖି ଯୁବକ ଦ୍ବୟଙ୍କୁ ମାଡ ମାରି କିଆକଟା ପୋଲିସ ର ଗୁଣ୍ଡାରାଜ

Posted by - March 5, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ମଦ ପିଇ ଧମକାଇ ପୋଲିସ କରୁଛି ଗୁଣ୍ଡାରାଜ। ସବୁ ପ୍ରକାର ଯାଞ୍ଚ କରି ସାରିଲା ପରେ ମଧ୍ୟ ଗାଡି ରେ କିଛି ନ ପାଇବାରୁ ଗାଡି…

୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ହାତରେ ସରକାରୀ ବାବୁ

Posted by - November 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସରକାରୀ ବାବୁ ମାନଙ୍କର ଲାଞ୍ଚ ମାଗିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି l ତେବେ ଲାଞ୍ଚ ଦୁର୍ନୀତିଆଙ୍କ ଚେର ଏତେ ଗଭୀର ଯେ ତାର…

୧୫ଲକ୍ଷ ଲୁଟ ଘଟଣା ରେ ଅଭିଯୁକ୍ତ ମାଁ ପୁଅ ଗିରଫ

Posted by - February 13, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି…

Leave a comment

Your email address will not be published.