କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତ, ଓଡ଼ିଶାରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୧

234 0

ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ଘଟିଛି। କାଲି ଅପରାହ୍ନ ୩ଟା ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୫ ଥିବା ବେଳେ ରାତି ୧୧ଟା ୩୦ ବେଳକୁ ଏହି ସଂଖ୍ୟା ୨୦ରେ ପହଞ୍ଚିଥିଲା। ଏବେ ଆଉ ଜଣେ କରୋନା ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ ହୋଇଥିବା ବେଳେ ସେ ନିକଟରେ ବାହାରିନରୁ ଫେରିଥିଲେ। ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳି ନଥିଲା।

ମାତ୍ର ବିଦେଶ ଯାତ୍ରା କରିଥିବାରୁ ତାଙ୍କର ରକ୍ତ ନମୂନା ଓ ସ୍ଵାବର ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇ ଚିକିତ୍ସା ଜାରି ରହିଛି। ଆଜି ରାଜ୍ୟରେ ମୋଟ୍ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା। ଏଥିରୁ କେବଳ ଗୋଟିଏ ପଜିଟିଭ୍ ଆସିଛି।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

Facebook Notice for EU! You need to login to view and post FB Comments!

Related Post

ବୌଦ୍ଧଗଡ଼ ଏନଏ ସି ଅଧ୍ୟକ୍ଷ ପାଇଁ ୧୦,କାଉନସିଲର ପାଇଁ ୫୨ ନାମାଙ୍କନ ପତ୍ର ଦାଖଲ

Posted by - March 7, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ)ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି ସମସ୍ତ ପ୍ରମୁଖ ରାଜନୈତିକ ଦଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l…

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ

Posted by - June 20, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତା ରେ…

ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କଲେ,‘ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ’

Posted by - June 19, 2020 0
ପୁରୀ :ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ…

କଳାହାଣ୍ଡିରେ ମିଶ୍ରଣ ପର୍ବ, ବିଜେଡି ର ବିଶାଳ ସମାବେଶ

Posted by - November 9, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ବିଜେଡି ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଥିଲେ ହେଁ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ବିଜୁ ଜନତାଦଳର ମିଶ୍ରଣ…

ଭଙ୍ଗା ଦଦରା ପଲିଥିନ ପକା ଯାଇଥିବା ଘରେ ବିତୁଛି ୭ ପ୍ରାଣୀଙ୍କ ଜୀବନ

Posted by - August 1, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଭଙ୍ଗା ଦଦରା ପଲିଥିନ୍ ପକା ଯାଇଥିବା ଘରେ ବିତୁଛି ୭ପ୍ରାଣୀଙ୍କ ଜୀବନ । ଭୁବନେଶ୍ୱର ସ୍ମାର୍ଟ୍ ସିଟି ଉପକଣ୍ଠରେ ଥିବା ବରିମୁଣ୍ଡ ପଂଚାୟତ ବରିମୁଣ୍ଡ ଗ୍ରାମର…

Leave a comment

Your email address will not be published.