ମାର୍କଣ୍ଡପୁର ଠାରେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ

1481 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା ମାର୍କଣ୍ଡପୁର ଠାରେ ଥିବା ଟାଟା ଇଣ୍ଡିକ୍ୟାସ ଏଟିଏମକୁ ଗତକାଲି କେତେକ ଦୁବୃତ ଭାଂଗି ଲୁଟିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ଟଙ୍କା ନେବାରେ ବିପଂଳ ହୋଇଛନ୍ତି ଦୁବୃତ । ଆଜି ଖବର ପାଇ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଟିଏମ କର୍ତୁପକ୍ଷ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ କହିଛନ୍ତି ।

Related Post

ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ୧୨୫ କିଲୋ ଗଂଜେଇ ଜବଦ

Posted by - November 11, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବାଉଁସୁଣୀ ଅଂଚଳ ରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏକ ଟାଟା ଏସି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ବୌଦ୍ଧ ଅବକାରୀ ବିଭାଗ ଜବତ୍ କରିଥିବା…

ଦୁଇ ମାସ ପରେ ଲୁଣ୍ଠନ ଓ ମରଣାନ୍ତକ ଆକ୍ରମଣକାରୀ ଦୁଇ ଅଭିଯୁକ୍ତ ଗିରଫ

Posted by - March 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଦୀର୍ଘ ଦୁଇ ମାସ ପରେ ଲୁଣ୍ଠନ ଓ ମରଣାନ୍ତକ ଆକ୍ରମଣକାରୀ ଦୁଇ ଜଣ ଅଭିଯୁକ୍ତ କୁ ମନମୁଣ୍ଡା ପୁଲିସ ଗିରଫ କରିବାରେ ସଫଳ ହୋଇଛି।ଗିରଫ…

ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହାତା ହାତୀ , ଟାଙ୍ଗିଆରେ ହାତ କାଟି ଦେଲା ସମ୍ପର୍କୟ ଭାଇ

Posted by - July 27, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡୋଗଲ ରେ ଜଣେ…

ଲକ୍ଷ୍ମଣପୁର ଗ୍ରାମରେ ପତ୍ନୀ ଙ୍କ ସନ୍ଦେହ ଜନକ ମୃତ୍ୟୁ,ସ୍ୱାମୀ ଙ୍କୁ ଥାନା ରେ ଅଟକ ରଖି ପୋଲିସ ର ଜେରା

Posted by - March 6, 2022 0
ବୌଦ୍ଧ :(ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲକ୍ଷ୍ମନପୁର ଗ୍ରାମ ରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି ।…

ବଡବିଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ରେଡ

Posted by - February 25, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ୍। ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି।…

Leave a comment

Your email address will not be published.