ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସରେ ସମାଜସେବୀ ନିଶିଥ ଦାସଙ୍କ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

1225 328

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ଉତ୍କଳ ଦିବସ ଓ ଯାଜପୁର ଜିଲା ପ୍ରତିଷ୍ଠା ଦିବସ । କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ସମୟ ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ପାଳନ କୁ ବନ୍ଦ କରିଛି ଯାଜପୁର ଜିଲା ପ୍ରଶାସନ ।

ମାତ୍ର ଏହି ଅବସରରେ ଯାଜପୁର ଜିଲାର ସମାଜସେବୀ ନିଶିଥ ଦାସ ଆଜି ସକାଳୁ ସଦର ମହକୁମାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ନିଶିଥ ଜଣେ ଦେଶପ୍ରେମୀ ଗାନ୍ଧୀବାଦୀ ଭାବେ ସାରା ଯାଜପୁର ରେ ପରିଚିତ । ଏଥିସହ ନିଶିଥ କରୋନା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କୁ ଘରେ ରୁହନ୍ତୁ ଓ ନିଜ ପରିବାରକୁ ସୁସ୍ଥ ରଖନ୍ତୁ ବୋଲି ନିବେଦନ କରିଥିଲେ ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ବାର୍ଷିକ ଉତ୍ସବ

Posted by - May 28, 2019 0
ଯାଜପୁର ବ୍ଲକ ଅନ୍ତର୍ଗତ ବାଣପୁର ଠାରେ ଥିବା ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୈାତମବୁଦ୍ଦ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି ।…

ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା 

Posted by - October 17, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ଗୁହାଳୀ ଉହାସ ରେ ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା l କରୋନା କଟକଣା ପାଇଁ କେବଳ ପାରମ୍ପରିକ ରୀତି ନିତି ଅନୁଯାଇ ଏହି…

ପ୍ରେସକ୍ଲବ, ବସ୍ତା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ପ୍ରେସ କ୍ଲବ ବସ୍ତା ଆନୁକୂଲ୍ୟରେ ଆଜି ବାହାର୍ଦା ଡାକବଙ୍ଗଳା ଠାରେ  ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ପ୍ରେସ କ୍ଲବର ସଭାପତି ବାଞ୍ଛାନିଧି ଦେ…

ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ନୂତନ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜ ର…

ଚାଇଲଡ ଫଣ୍ଡ ଇଣ୍ଡିଆ ତରଫରୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ସହାୟତା

Posted by - March 31, 2022 0
ମାଲ୍କାନଗିରି:(ଅବଦୁଲ ଗନି)ଖଇର ପୁଟ ଓ ମାଥିଲି ବ୍ଲକର ଦଳପତିଗୁଡା, କଦମଗୁଡା, ନାୟକ ଗୁଡା, ପରକନମାଲା ଗ୍ରାମପଂଚାୟତରେ ଚୟନ କରାଯାଇଥିବା ୧୫ ପଞିକୃତ ପରିବାରଙ୍କୁ କୁକୁଡ଼ା ଚାଷ ପାଇଁ…

There are 328 comments

  1. Excellent blog you’ve got here.. It’s hard to find high-quality writing like yours these days.

    I truly appreciate people like you! Take care!!

  2. Greetings from Carolina! I’m bored to tears at work so I decided to browse your site on my
    iphone during lunch break. I really like the info you present
    here and can’t wait to take a look when I get home.
    I’m amazed at how fast your blog loaded on my mobile .. I’m not even using WIFI, just
    3G .. Anyways, excellent site!

  3. Great article! This is the type of information that should be shared around the net.
    Disgrace on the search engines for not positioning this submit higher!

    Come on over and seek advice from my site . Thanks =)

  4. It’s a pity you don’t have a donate button! I’d definitely donate to this outstanding blog!
    I suppose for now i’ll settle for book-marking and adding your RSS feed to my Google account.
    I look forward to new updates and will talk about this blog with my Facebook group.
    Chat soon!

  5. I loved as much as you will receive carried out right here.
    The sketch is tasteful, your authored material stylish.
    nonetheless, you command get got an nervousness over that you wish be delivering the following.

    unwell unquestionably come more formerly again as exactly the
    same nearly a lot often inside case you shield this hike.

  6. Attractive section of content. I just stumbled upon your weblog and in accession capital to assert that I
    get in fact enjoyed account your blog posts.
    Anyway I will be subscribing to your augment and even I achievement you access consistently fast.

  7. Wow, marvelous blog structure! How lengthy have you been blogging for?
    you make blogging look easy. The overall glance of
    your web site is wonderful, as neatly as the content!

Leave a comment

Your email address will not be published.