Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର ଜିଲାର ସୀମା ବନ୍ଦ ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର

1405 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଜିଲାର ସୀମାକୁ ବନ୍ଦ । ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର । ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ ଯାଜପୁର ଜିଲାରୁ ମିଳିବା ପରେ କୋରୋନା କଟକଣାକୁ କଡାକଡି କରିଛି ଯାଜପୁର ଜିଲା ପ୍ରଶାସନ । ପୂର୍ବରୁ ବିଭିନ୍ନ ଛକ ବଜାରରେ ବିଭିନ୍ନ ଚେକିଂ କରାଯାଉଥିବା ବେଳେ ଏବେ ଜିଲାର ସୀମାକୁ ବନ୍ଦ କରାଯାଇଛି । ଜିଲାର ପ୍ରତ୍ୟେକ ସୀମାକୁ ସିଲ କରାଯାଇ ସେଠାରେ ପୋଲିସ ଚବିଶ ଘଂଟିଆ ପ୍ରହରା ଦେଉଛି ।

ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, କଟକ ପଟୁ ଯାଜପୁର ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଛି । ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆସିବା ଏବଂ ଯିବା ଉପରେ କଟକଣା ଜାରି କରାଯାଇଛି । ପଡୋଶୀ ଜିଲା ଭଦ୍ରକରେ ୪ର୍ଥ କରୋନା ରୋଗୀ ଚିହ୍ନଟ ହେବାପରେ ଏଭଳି କଟକଣା ଜାରି ରହିଲେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ । ଏହି କଟକଣାକୁ ନେଇ ଯାଜପୁର ବାସୀ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ କୁ ସହେଯାଗ କରୁଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର କଲେ ଗ୍ରାମ ବାସୀ

Posted by - May 2, 2021 0
ବାରଙ୍ଗ:(ସନ୍ତୋଷ ରାଉତ ) ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କଲେ ଗ୍ରାମ ବାସୀ, ଆଜି ସକାଳ ୮ ସମୟରେ, କଳାରାହାଙ୍ଗ ଗ୍ରାମର ଜଳେଶ୍ବର…

ଯାଜପୁର ଜିଲା ବିଜେପି ସଂଗଠନ ରେ ବିବାଦ,ଜଣକ ପରେ ଜଣେ ଦଳ ଛାଡ଼ୁଛନ୍ତି

Posted by - September 11, 2021 0
ଯାଜପୁର:(ଅନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଜେପି ସଂଗଠନ ରେ ବିବାଦ କୁ କେନ୍ଦ୍ର କରି ଜଣକ ପରେ ଜଣେ ଦଳ ଛାଡ଼ୁଛନ୍ତି। ଆଜି ଯାଜପୁର ଜିଲ୍ଲା…

ବୃଦ୍ଧା ମା ସରକାରୀ ଗୃହରୁ ବଂଚିତ ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡୁଛି କେବେ

Posted by - July 8, 2021 0
ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ରେ ସ୍ତିତ ଆରୋତି ହଉଲଦାର ବୟସ ଷାଠିଏ ବର୍ଷ !ଝାଟି ମାଟି ଭଙ୍ଗା ଦୋଦୋ୍ରା ଘରେ…

There are 1 comments

  1. Obwohl es könnte sein größere Stifte, würde möglicherweise
    nie wirklich wissen, wie Know-how es dass Sie
    würden finden sich Herstellung nach wahrscheinlich zusammen Sitzung von genießen Innen die Casinos.

Leave a comment

Your email address will not be published.