ଯାଜପୁର ଜିଲାର ସୀମା ବନ୍ଦ ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର

1509 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଜିଲାର ସୀମାକୁ ବନ୍ଦ । ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର । ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ ଯାଜପୁର ଜିଲାରୁ ମିଳିବା ପରେ କୋରୋନା କଟକଣାକୁ କଡାକଡି କରିଛି ଯାଜପୁର ଜିଲା ପ୍ରଶାସନ । ପୂର୍ବରୁ ବିଭିନ୍ନ ଛକ ବଜାରରେ ବିଭିନ୍ନ ଚେକିଂ କରାଯାଉଥିବା ବେଳେ ଏବେ ଜିଲାର ସୀମାକୁ ବନ୍ଦ କରାଯାଇଛି । ଜିଲାର ପ୍ରତ୍ୟେକ ସୀମାକୁ ସିଲ କରାଯାଇ ସେଠାରେ ପୋଲିସ ଚବିଶ ଘଂଟିଆ ପ୍ରହରା ଦେଉଛି ।

ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, କଟକ ପଟୁ ଯାଜପୁର ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଛି । ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆସିବା ଏବଂ ଯିବା ଉପରେ କଟକଣା ଜାରି କରାଯାଇଛି । ପଡୋଶୀ ଜିଲା ଭଦ୍ରକରେ ୪ର୍ଥ କରୋନା ରୋଗୀ ଚିହ୍ନଟ ହେବାପରେ ଏଭଳି କଟକଣା ଜାରି ରହିଲେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ । ଏହି କଟକଣାକୁ ନେଇ ଯାଜପୁର ବାସୀ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ କୁ ସହେଯାଗ କରୁଛନ୍ତି ।

Related Post

କଳାମାଟିଆ ପଂଚାୟତର ୪ଟି ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ

Posted by - May 4, 2020 4
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀବ୍ଲକ ର କଳାମାଟିଆ ପଂଚାୟତର କାଇପଡା ଗ୍ରାମରୁ ଜଣେ , ଉଦୟନାଥପୁର ପଞ୍ଚାୟତ ର ଉଦ୍ୟନାଥପୁର ଗ୍ରମରୁ ଜଣେ ଓ ବାଇଁଶିରିଆ ପଂଚାୟତ…

କଳାହାଣ୍ଡି ରେ ପୁଣି ଉପସ୍ଥିତି ଜାହିର କଲା ଲାଲ ବାହିନୀ, ଘରୋଇ ସ୍କୁଲ ଉଡେଇବାକୁ ଧମକ

Posted by - May 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲାଲ ବାହିନୀ କ୍ରମାଗତଭାବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ନିଜର ଉଦ୍ୟମ…

ରଘୁନାଥପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

Posted by - January 6, 2022 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ )ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ପଞ୍ଚାୟତ ରେ କୋଭିଡ୍ କଟକଣା ରେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଛି ।ପଞ୍ଚାୟତର ନୂତନ କାର୍ଯ୍ୟାଳୟ…

ସାକ୍ରାଖୋଲା ବିଦେଶୀ ମଦ ଦୋକାନ ରେ ଡକାୟତି,ଲକ୍ଷାଧିକ ଟଙ୍କା ଲୂଟମାର ସହ ପେଟି ପେଟି ମଦ ନେଇଁ ଚମ୍ପଟ

Posted by - October 8, 2022 0
( ବନ୍ଦ ଥିବା ଦୋକାନ ଭାଙ୍ଗିଲେ, ଚେଇର ଟେବୁଲ ଭାଙ୍ଗିବା ସହିତ ବାଇକ ପୋଡିଲେ , କର୍ମଚାରୀ ଙ୍କୁ ମାରଣତ୍ମକ ଆକ୍ରମଣ କରି କାଉଣ୍ଟର ରେ ଥିବା…

Leave a comment

Your email address will not be published.