Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ହାତରେ ଠେଙ୍ଗା ଧରି ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ,ସାବାଡ କଲେ ଆଇନ ଉଲଙ୍ଘନକାରୀଙ୍କୁ

2605 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲାପାଳ ରଂଜନ ଦାସ । ସାରା ଜିଲାରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା ଗହଳି କରି କୋରୋନା ସଂକ୍ରମଣକୁ ବଢ଼ାଉଥିବା ଅଭିଯୋଗ ପାଇବା ପରେ ଜିଲାପାଳ ଓ ଉପଜିଲାପାଳ ଯାଜପୁର ସହରର ଗାନ୍ଧିଛକ,ବାଳାଶ୍ରମ ପଡିଆ, ଗରିଆପୁର,ତ୍ରିଲୋଚନେଶ୍ୱର ମନ୍ଦିର,ସାନ ବଜାର ଅଂଚଳରେ ପହଂଚି ଅଯଥା ଗହଳି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସାବାଡ କରିଥିଲେ ।

ଘର ଛାଡି ପଦାକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଚେତାବନି ଦେଇଥିଲେ । ଆସନ୍ତାକାଲି ଠାରୁ ସହରରେ କୌଣସି ମଟର ସାଇକେଲ ଚଳାଚଳ କରିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ଜିଲାପାଳ । ଲକ ଡାଉନ ନିୟମ ଭଂଗ କରିବା ଅଭିଯୋଗରେ ଜିଲାର ୨୮ ଜଣଙ୍କ ବିରୋଧରେ ଆଜି ଫୌଜଦାରି ମୋକଦ୍ଧମା ରୁଜୁ ହୋଇଛି । ଏହିଭଳି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Related Post

ନାବାଳିକାକୁ ବଳାତ୍କାର; କାଉଡ଼ିଆ ଗିରଫ

Posted by - August 2, 2019 0
ଆଳି : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ସୋମବାର ଜଣେ କାଉଡ଼ିଆର କଳାକାରନାମା ଦେଖିବାକୁ ମିଳିଛି। ଜଣେ କାଉଡ଼ିଆ ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ…

ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

Posted by - February 23, 2022 0
ରାୟଗଡା/କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ନିର୍ବାଚନ କାଳ ରେ ନିର୍ବାଚନ ଶେଷ ଆଇନ ଶୃଙ୍ଖଳ ପରିଚାଳନା ରେ ଦୁର୍ବଳ ପ୍ରାୟ ବୁଥରେ…

ବିଜେପି ପ୍ରାର୍ଥୀ ଓ ମହିଳା ନେତ୍ରୀ ମାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦ ରେ ସାମ୍ବାଦିକ ସମ୍ମିଳନୀ

Posted by - March 21, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗତକାଲି ଯାଜପୁର ପୌର ନିର୍ବାଚନ ପାଇଁ ବିଜେପିର ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ଓ ମହିଳା ନେତ୍ରୀ ମାନଙ୍କୁ ଦୁର୍ବ୍ୟବହାର…

ଘର ମାଲିକ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ଛାଡୁ ନ ଥିବା ଅଭିଯୋଗ

Posted by - June 13, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହେବାପରେ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା…

ବାଲିଆପାଳ ଥାନା ବ୍ଲକ ଛକ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ

Posted by - October 27, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ବିଜେଡି ର ସମ୍ପୃକ୍ତି କୁ ନେଇ ସାରା ଓଡ଼ିଶାରେ ବିଖ୍ଯୋଭ ଆନ୍ଦୋଳନ ଜାରି…

Leave a comment

Your email address will not be published.