Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

୫୦କିଲୋରୁ ଅଧିକ ଗୋରୁ ମାଂସ ଜବତ

3065 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କୋରେଇ ନହକା ଛକ ନିକଟରୁ ୫୦କିଲୋରୁ ଅଧିକ ଗୋରୁ ମାଂସ ଜବତ ଜଣେ ଅଟକ ।

ଏକ ଇଂଡିକା ଗାଡିରେ ଏହି ଗୋମାଂସ ଯାଜପୁର ରୋଡ ଅହମଦ ନଗରସ୍ଥିତ ଏକ ହୋଟେଲ କୁ ଆସୁଥିଲା। ବିଶେଷ ସୂତ୍ର ରୁ ଖବର ପାଇ ପୋଲିସ ଗୋ ମାଂସ ସହ ଇଂଡିକା ଗାଡି କୁ ଜବତ କରିଛି ।

Facebook Notice for EU! You need to login to view and post FB Comments!

Related Post

ଅବକାରୀଚଢାଉ,୨୨ ଲିଟର ଚୋରା ମଦ ଜବତ, ୩ଗିରଫ

Posted by - October 5, 2019 0
ମୟୁରଭଞ୍ଜ:04/10/2019 ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବିଭିନ୍ନ  ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାରରେ ଲିପ୍ତଥିବା ମହିଳା ସମେତ…

ଏକତରଫା ପ୍ରେମର କରୁଣ ପରିଣତି,ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ମୃତ୍ୟୁ

Posted by - June 10, 2019 0
ନିଉଜ ଡେସ୍କ: ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ।…

ପୂଜକଙ୍କୁ ଠେଙ୍ଗାରେ ପିଟି ବାବା କଲେ ଲହୁ ଲୁହାଣ, ପୂଜକ ମେଡ଼ିକାଲରେ,ବାବା ଜେଲରେ

Posted by - July 3, 2020 0
ନୀଳଗିରି:୦୨/୦୭(ସୌମ୍ୟାସାଇ ବାରିକ)ଗତକାଲି ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ ତଳଭଗାବନ୍ଧ ପାହାଡ଼ ଉପରେ ଥିବା ନିତାୟଗୌର ଆଶ୍ରମର ପୂଜକଙ୍କୁ ସେହି ଆଶ୍ରମ ରେ ଥିବା ବାବା ଠେଙ୍ଗାରେ…

ସୁନା ସଫା କରିବା ବାହାନା ରେ ଚୋରି ଉଦ୍ୟମ, ତିନି ମହିଳାଙ୍କୁ ଧରିଲେ ଗ୍ରାମବାସୀ

Posted by - June 18, 2021 0
ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅମ୍ବାପୁଆ ଗ୍ରାମରେ ଗୁରୁବାର ଅପରାହ୍ନ ରେ ତିନିଜଣ ଅଣ ଓଡ଼ିଆ ମହିଳା ଆସି ସୁନା ସଫା କରିବା ଓ…

ଦିନ ଦ୍ବିପହରରେ ଦୁର୍ବୁତ୍ତ ମାନଙ୍କ କଳାବଜାରୀ, ଟଙ୍କା ଓ ମୋବାଇଲ ଲୁଟ

Posted by - October 19, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ମନମୁଣ୍ଡା ଠାରେ ରହି ବ୍ୟବସାୟ କରୁଥିବା କବାଡି ଵାଲା ଠାରୁ ଲୁଟ |ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା…

Leave a comment

Your email address will not be published.