ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କୋରେଇ ନହକା ଛକ ନିକଟରୁ ୫୦କିଲୋରୁ ଅଧିକ ଗୋରୁ ମାଂସ ଜବତ ଜଣେ ଅଟକ ।
ଏକ ଇଂଡିକା ଗାଡିରେ ଏହି ଗୋମାଂସ ଯାଜପୁର ରୋଡ ଅହମଦ ନଗରସ୍ଥିତ ଏକ ହୋଟେଲ କୁ ଆସୁଥିଲା। ବିଶେଷ ସୂତ୍ର ରୁ ଖବର ପାଇ ପୋଲିସ ଗୋ ମାଂସ ସହ ଇଂଡିକା ଗାଡି କୁ ଜବତ କରିଛି ।
Facebook Notice for EU!
You need to login to view and post FB Comments!