ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ,ଟେଷ୍ଟରେ ବାହାରିଲା କୋଭି଼ଡ-୧୯ ଭୂତାଣୁ

569 0

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଗତ ୪ଦିନ ତଳେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡିର ବିଭିନ୍ନ କାଗଜପତ୍ର ବୈଧତା

Posted by - March 31, 2020 788
ଯାନବାହନଗୁଡ଼ିକର ଲାଇସେନ୍ସ, ଫିଟ୍‌ନେସ, ପଞ୍ଜୀକରଣ ଓ ଅନ୍ୟାନ୍ୟ କାଗଜପତ୍ରର ଅବଧିକୁ ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଫେବୃୟାରୀ ଶେଷ ସୁଦ୍ଧା ଯେଉଁ ଯାନବାହନଗୁଡ଼ିକର…

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା:ସତର୍କ ରହିବାକୁ ପରାମର୍ଶ

Posted by - January 29, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବା ଅବସରରେ ପ୍ରଶାସନକୁ ସତର୍କ ରହିବା ପାଇଁ ପରାମର୍ଶ…

ଦୁର୍ଗମ କାଣିଗୁମା ଠାରେ ଡାକ୍ତରଖାନାର ଶିଳାନ୍ୟାସ କଲେ ବିଧାୟକ

Posted by - April 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକର କାଣିଗୁମା ଠାରେ ଏକ ଡାକ୍ତରଖାନା ନିର୍ମାଣ ପାଇଁ ଭିତ୍ତି…

ଘର ଏବଂ ଦୋକାନରୁ ୧୪୯ ବସ୍ତା ପିଡିଏସ ଚାଉଳ ଏବଂ ୪ ବସ୍ତା ଗହମ ଜବତ

Posted by - February 19, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସରକାର ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କ ପାଇଁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। ପରିତାପର ବିଷୟ ଗରିବଙ୍କ ପାଇଁ ଆସୁଥିବା ପିଡିଏସ ଚାଉଳ…

ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ନିଜ ଅଧିକାରରୁ ବଞ୍ଚିତ : ରାଜ୍ୟ ଓବିସି ମଞ୍ଚ

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ଆଜି ତାର ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛି ବୋଲି ରାଜ୍ୟ ଓବିସି…

There are 1 comments

Leave a comment

Your email address will not be published.