ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ କୁ ନିବେଦନ

359 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜିଲା ରସୁଲପୁର ବ୍ଲକ ରାଉତରାପୁର ପଂଚାୟତ ସରପଂଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି । ପଂଚାୟତର ସରପଂଚ ରେଣୁ ସେଠୀ ଙ୍କ ବିରୋଧରେ ପଂଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ନ ହେବା ଅଭିଯୋଗ କରି ୱାର୍ଡ ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଏହାର ପ୍ରତିବାଦ କରି ସରପଂଚ ହାଇକୋର୍ଟରେ ସ୍ଥଗିତାଦେଶ ଆଣିଥିଲେ । ନିକଟରେ ଉକ୍ତ ସ୍ତଗିତାଦେଶକୁ ଉଠିଯିବା ପରେ ତୁରନ୍ତ ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ କୁ ନିବେଦନ କରିଛନ୍ତି ।

Related Post

BJDର ମୂଳ ମନ୍ତ୍ର ହେଉଛି ମହିଳା ସଶକ୍ତିକରଣ :ପ୍ରଣବ ପ୍ରକାଶ ଦାସ

Posted by - February 9, 2021 0
ଯାଜପୁର ଅଫିସ :ଯାଜପୁର ଟାଉନ ସ୍ଥିତ ତାରାମଦନ ରେ ମଦିନା ଆଞ୍ଚଳିକ ସ୍ୱୟଂ ସହାୟକ ମହାସଂଘ ତରଫରୁ ଏକ ବୈଠକ ଆୟୋଜିତ ହୋଇଥିଲା ଉକ୍ତ ବୈଠକରେ ଯାଜପୁର…

ବୈପାରୀ ଗୁଡ଼ାରେ ବିଜେଡି ର ମିଶ୍ରଣ ପରବ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ମହୁଲି ପଂଚାୟତ ଅନ୍ତର୍ଗତ ମହୁଲି ମା ମନ୍ଦିର ପ୍ରାଙ୍ଗଣରେ 300 ରୁ ଉର୍ଦ୍ଧ କଂଗ୍ରେସ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ନୂଆଗାଁ ପଂଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ

Posted by - November 21, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ ନୂଆଗାଁ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ବସଯାତ୍ରା

Posted by - February 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର କୁ ବସ ଯାତ୍ରା କରି ଆଜି ପହଞ୍ଚିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱଶ୍ୱେର ଟୁଡୁ ।…

ପ୍ରଶାନ୍ତ ସାହୁ ହେଲେ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ

Posted by - August 8, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ବହୁ ପ୍ରତିକ୍ଷିତ ଗଞ୍ଜାମ ଜିଲ୍ଲା କର୍ମକର୍ତ୍ତାଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ…

Leave a comment

Your email address will not be published.