Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

759 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦୀର ପ୍ରଶାସକ ତଥା ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭକ୍ତ ମାନଙ୍କ ଠାରୁ ସେବାୟତ ମାନେ ଦୂରତା ରକ୍ଷା କରିବେ । ସେବା କରିବା ସମୟରେ ମନ୍ଦୀର ପରିସରରେ ସେବାୟତ ମାନେ ମାସ୍କ ପିନ୍ଧିବେ ।

ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସଂପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବେ । ଭକ୍ତ ମାନେ ମନ୍ଦୀର ଭିତରେ ପ୍ରବେଶ ପୂର୍ବରୁ ଭଲ ଭାବେ ପରିସ୍କାର ହୋଇ ମନ୍ଦୀର ଭିତରକୁ ପ୍ରବେଶ କରିବେ । ମନ୍ଦୀର ଭିତରେ କୌଣସି ପ୍ରକାର ବିବାହ ଓ ବ୍ରତ ଭଳି କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଏପରିକି ମନ୍ଦୀର ପରିସରରେ ରହିଥିବା ପ୍ରସାଦ କେନ୍ଦ୍ର ମଧ୍ୟ ବନ୍ଦ ରହିବ । ମନ୍ଦୀର ବାହାରେ ଥିବା ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି ।

Facebook Notice for EU! You need to login to view and post FB Comments!

Related Post

ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟରେ ବନ୍ୟା ଜଳ, ମୂଲ୍ୟବାନ କାଗଜପତ୍ର ନଷ୍ଟ

Posted by - September 3, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତ ଭାବନିପୁର ଗ୍ରାମରେ ରହିଛି ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ, ଚଳିତ ବନ୍ୟାରେ ବନ୍ୟାଜଳ ମହାବିଦ୍ୟାଳୟ ଭିତରକୁ ପ୍ରବେଶ…

ଶଗଡ଼ଘାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ ବ୍ଲକସ୍ତରୀୟ ବିଜ୍ଞାନ ମେଳା

Posted by - April 6, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଶଗଡ଼ଘାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁନୀତା…

ଗୌରୀଆମ୍ମା ଙ୍କ ଭଷାଣି ଯାତ୍ରା

Posted by - October 27, 2021 0
ମାଥିଲି:(ଅବଦୁଲ ଗନି) ତେଲୁଗୁ ସମ୍ପରଦୟା ର ଗତ ନ ଦିନ ଧରି ଗୌରୀଆମ୍ମା ଲକ୍ଷ୍ମୀପୂଜା ପୂଜା ତେଲୁଗୁ ସାହିରେ କରିଆସୁଥିଲେ।  ଆଜି ଅପରାହ୍ନ ରେ ଗରୀବ ଙ୍କୁ…

୩୧ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଉଦଯାପିତ

Posted by - January 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍ମୃତିଭବନ ପରିସରରେ ଆଂଚଳିକ ପରିବହନ ବିଭାଗ ଦ୍ୱାରା ସପ୍ତାହେ ଧରି ଚାଲିଥିବା ୩୧ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଉଦଯାପିତ ହୋଇଛି ।…

ବହୁ ମୂଲ୍ୟବାନ କାଠ ଜବତ

Posted by - November 19, 2021 0
ବାଲେଶ୍ଵର:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ରେଞ୍ଜର ଦ୍ଵାରା ଲଙ୍ଗଳେଶ୍ୱର ଫରେଷ୍ଟର ଓ ଗାର୍ଡ ଙ୍କ ମିଳିତ ସହଯୋଗରେ ପେଟ୍ରାଲିଙ୍ଗ ସମୟରେ ସିଂ ଲା ମାଉ ସୀ…

Leave a comment

Your email address will not be published.