ଯାଜପୁର ଜିଲାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

22067 6,780

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ଯାଜପୁର ଉପଜିଳାପାଳ ନାରାୟଣ ଚନ୍ଦ୍ର ଦଳ,ଜିଲା ଜରୁରୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା କରିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅପିଂସ ଗୁଡିକରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ ଖୋଲାଯିବା ସହିତ ପ୍ରତ୍ୟେକ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ୍ ସେବା ନିରବଚ୍ଛିନ ଚାଲୁ ରଖିବା ପାଇଁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଅଧିକ ଖରାରେ ଶ୍ରମିକ ମାନଙ୍କୁ କାମ କରିବାରୁ ବାରଣ ମଧ୍ୟ କରାଯାଇଛି ।

Related Post

ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣା ପ୍ରତିବାଦ

Posted by - October 5, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସଯୁକ୍ତ କିଷାନ ମୋର୍ଚ୍ଚା ଚାଷୀ ମାନଙ୍କ ଶୋଭାଯାତ୍ରା ରେ ଲଖିପୁର ଉତ୍ତର ପ୍ରଦେଶ ଠାରେ ଘଟିଥିବା ଚାଷୀ ମୃତ୍ୟୁ ଘଟଣା କୁ ନିନ୍ଦା କରି…

ଗଣ୍ଡା ସମାଜ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭବ୍ୟ ସ୍ଵାଗତ

Posted by - January 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଯଗୁଆ ଗ୍ରାମପଞ୍ଚାୟତର ତୂର୍ଲା ଗ୍ରାମର ଲକ୍ଷେ ଘର ଗଣ୍ଡା ସମାଜ ଏବଂ ଆଦର୍ଶ ଯୁବକ ସଂଘ ତରଫରୁ ବାବା ସାହେବ…

ବଡ଼ଗୁର୍ଜିଭଟାରେ ଭାଗବତ ପାରାୟନ ପାଇଁ କଳସ ଶୋଭାଯାତ୍ରା

Posted by - April 23, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବଡ଼ଗୁର୍ଜିଭଟା ଗାଁ ରେ ଭାଗବତ ସପ୍ତାହ ପାରାୟନ ପାଇଁ କଳସ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ଏକାଦଶୀ…

There are 6,780 comments