ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ନିଆରା ଢଙ୍ଗରେ ନିଜର ଦାମ୍ପତ୍ୟ ଜୀବନର ଶୁଭ ଆରମ୍ଭ କଲେ ବହୁ ଚର୍ଚ୍ଚିତ ଯୋଡି ରାଜନେତା ଓ ଅଭିନେତ୍ରୀ। ଯାଜପୁର ସୁକିନ୍ଦାର ପ୍ରିୟ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଓ ତାଙ୍କ ଧର୍ମ ପତ୍ନୀ ବଙ୍ଗୀୟ ସୁନ୍ଦରୀ ଝିଲିକ ଭଟ୍ଟାଚାର୍ୟ୍ଯ
ଶିଶୁ ଯତ୍ନ ଗୃହ ଯାଇ ପିଲାଙ୍କୁ ମିଠା ଖୁଏଇବା ସହ ନିଜର ମାସକର ଦରମା ପ୍ରଦାନ କଲେ ।
Facebook Notice for EU!
You need to login to view and post FB Comments!