Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

758 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ ଉତେଜନା ପ୍ରକାଶ ପାଇଛି

ସ୍ଥାନୀୟ ଅଭିଭାବକ ମାନେ ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ଦାୟି କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ପରିସରରେ ଧାରଣା ଦେଇଛନ୍ତି । ପରିସ୍ଥିତି ଉତେଜନାମୂଳକ ରହିଥିବାରୁ ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ପୋଂର୍ସ ମୁତୟନ ହୋଇଛନ୍ତି ।

Related Post

ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଳ ବଦଳ

Posted by - December 4, 2021 0
ବରଗଡ/ଅତାବିରା:ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖି ଜନସାଧାରଣଙ୍କୁ ଉଚିତ ନ୍ୟାୟ ଏବଂ ସୁରକ୍ଷା ପ୍ରଦାନ କରିବା ପାଇଁ ଦେଶରେ ନିଯୁକ୍ତ ହୋଇଥାନ୍ତି ପୋଲିସ କର୍ମଚାରି ଗଣ ।ଘର ,ପରିବାର,ଗାଁ…

ସରକାରୀ ଉଦାସୀନତା ସାଙ୍ଗକୁ ପ୍ରଶାସନର ଆଢୁଆଳରେ ବୋଦୁଅ ପଂଚାୟତ

Posted by - August 13, 2020 0
ଯାଜପୁର ଅଫିସ : ଯାଜପୁ ଜିଲ୍ଲା ବରୀ ବ୍ଲକ୍ ଅଧିନ ନଦୀନାଳ ଘେରା ବୋଦୁଅ ପଂଚାୟତ ସମସ୍ୟାରେ ଜର୍ଜରିତ ହୋଇ ରହିଛି । ସରକାରୀ ଉଦାସୀନତା ସାଙ୍ଗକୁ…

ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ

Posted by - December 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ୪୦ ଦିନିଆ ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ…

ଲରମ୍ଭା ମହାବିଦ୍ୟାଲୟରେ ବିଶ୍ୱ ଏଡସ ଦିବସ ପାଲିତ

Posted by - December 2, 2021 0
ବରଗଡ/ଅତାବିରା:ଡିସେମ୍ବର ୧ ତାରିଖ ବୁଧବାର ଦିନ ବିଶ୍ୱ ଏଡସ ଦିବସ ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଲୟଠାରେ ବିଶ୍ୱ ଏଡସ ଦିବସ ପାଲିତ…

ଦାଦନରୋକିବା ପାଇଁ କାମ ଖାଦ୍ୟ ପାଇଁ କାମ ଗରିବ ଅଧିକାରିଙ୍କୁ ନେଇ ଗରିବ ସେନାର ବ୍ଲକ ଘେରାଉ

Posted by - May 24, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତ ଝଲପ, ଜାମଖୁଣ୍ଟା,ଗନ୍ଧର୍ଲା,ଚାନ୍ଦୋତରା,ଠେମରା, ଚୁଲିଫୁଙ୍କା,ପଞ୍ଚାୟତମାନଙ୍କ ରେ ଦୀର୍ଘ ବର୍ଷ ହେଲା ଗରିବ ଶ୍ରମିକ ଲୋକମାନଙ୍କ…

Leave a comment

Your email address will not be published.