ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

1102 40

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ,ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ,ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଯାଜପୁର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ବିଜେଡି ସଂଗଠନ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ ପଂଚାୟତରୁ ଆସିଥିବା ବିଜେଡି କର୍ମୀ ଓ ନେତା ମାନେ ସଂଗଠନକୁ ଆହୁରି ମଜବୁଦ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯେପରି ଯାଜପୁର ବିଧାୟକଙ୍କୁ ଗୁରତ୍ୱ ଦେଉଛନ୍ତି ସେହିପରି ସଂଗଠନକୁ ଆହୁରି ମଜବୁଦ କରିବାକୁ ସମସ୍ତେ ଶପଥ ନେଇଥିଲେ ।

Related Post

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

Posted by - June 22, 2020 0
ଯାଜପୁର ତା୧୯/୬(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କମିଟି ତରଫରୁ ଏ.ଆ.ସି.ସି.ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା…

ନବରଙ୍ଗପୁର ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷଭ ପ୍ରଦର୍ଶନ

Posted by - July 8, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ :)ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି ଶ୍ରୀ…

ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା, ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ

Posted by - October 27, 2020 0
ବ୍ବୁବନେଶ୍ବର:ଜଗତସିଂହପୁର ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା । ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ । ଜଗନ୍ନାଥପୁର ପଞ୍ଚାୟତ ମୁକଳ ଗ୍ରାମ ୱାର୍ଡ…

ଜିଲ୍ଲା କଂଗ୍ରେସ ର ପୂର୍ବପ୍ରସ୍ତୁତି ବୈଠକ

Posted by - November 22, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ,କେଉଁ ଭଳି ନିର୍ବାଚନ ରଣନୀତି ର ଆବଶ୍ୟକତା…

There are 40 comments

Leave a comment

Your email address will not be published.