କେନ୍ଦୁଝର ଜିଲ୍ଲାରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

397 0

କେନ୍ଦୁଝର:4/03(ସୀତାରାମ ଦୀକ୍ଷିତ) ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା ବେଳେ ସେ ଅଣ୍ଡାମାନ ରେ କାର୍ଯ୍ୟରତ ଥିଲେ । ସେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମଧ୍ୟପୁର ଗ୍ରାମର ରାଧାକାନ୍ତ ମହାନ୍ତ ବୋଲି ଜଣା ପଡିଥିବା ବେଳେ ସେ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କୁ ସନ୍ଦିଗ୍ଧ ଭାବି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦିୟା ହୋଇଥିଲା ।

କିନ୍ତୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେ ଆକ୍ରାନ୍ତ ହୋଇନଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି । ପରେ ତାଙ୍କୁ ତାଙ୍କ ଗ୍ରାମକୁ ପଠେଇ ଦିଆ ଯାଇଛି । ସନ୍ଦିଗ୍ଧ କରୋନାକୁ କିଛି ସମୟ ଜିଲ୍ଲା ଚିକିତ୍ସାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା ।

Facebook Notice for EU! You need to login to view and post FB Comments!

Related Post

୬୦ ପରିବାରରେ ଗୋଟିଏ ନଳକୂପ, ପାଣି ପାଇଁଁହନ୍ତସନ୍ତ ତେନ୍ତୁଳିସାହି ବାସିନ୍ଧା

Posted by - June 23, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ମଥୁରା ଗ୍ରାମପଞ୍ଚାୟତ କେଲାକଟାଗ୍ରାମର ୧୧ନମ୍ବର ଓ୍ବାଡ୍ ତେନ୍ତୁଳିସାହିରେ ପିଇବାପାଣିର ସମସ୍ୟା ହେଉଥିବାରୁ ସ୍ଥାନିୟଲୋକମାନେ ପାଣିପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି…

ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର

Posted by - March 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର Iସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସଂପାଦକ କୁନା…

ବୁଧବାର ପ୍ରଦର୍ଶନୀ ପଡିଆରେ ହେବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ

Posted by - May 25, 2019 0
ଭୁବନେଶ୍ବର :ପରମ୍ପରା ଅନୁସାରେ ନବନିର୍ବାଚିତ ସରକାର ଦାୟିତ୍ବ ନେବା ପୂର୍ବରୁ ପ୍ରୋଟେମ୍ ସ୍ପିକର ନିଯୁକ୍ତ ହୋଇଥାନ୍ତି । ସମସ୍ତ ବିଧାୟକ ଶପଥ ନେବା ପରେ ବିଧାନସଭା ଅଧିବେଶନ…

Leave a comment

Your email address will not be published.