Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ବଡବିଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ରେଡ

284 0

ବଡ଼ବିଲ:(ସୀତାରାମ ଦୀକ୍ଷିତ) ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ୍। ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି। ଘଟଣା ରୁ ଜଣାପଡେ କି ବଡ଼ବିଲ କରାକୋଲା ଗ୍ରାମର ଯକ୍ରିଏସ କିଷ୍ପଟା ନାମକ ବ୍ୟକ୍ତି ତାଙ୍କର ଜମି ଚିହ୍ନଟ ପାଇଁ  ବିଗତ ଦୁଇ ମାସ ତଳେ ଆବେଦନ କରିଥିଲେ ତାଙ୍କ ଜମି ଚିହ୍ନଟ ପାଇଁ ଅତିରିକ୍ତ ରାଜସ୍ବ ନିରୀକ୍ଷକ୫୦୦୦  ଟଙ୍କା ମାଗିଥିଲେ

ଏ ବାବଦରେ ଯକ୍ରିଏସ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଡିଏସପି ଦେବଦତ୍ତ ସିଁ ଯୋଜନା ମୁତାବକ ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅତିରିକ୍ତ ରାଜସ୍ବ ନୀରକ୍ଷକ ରାମେଶ୍ବର ମାରାଣ୍ଡି ଙ୍କୁ ଗିରଫ କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ

Posted by - February 20, 2019 0
ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ, ପ୍ରଥମେ ନିଶା ଦେଇ ବେହୋସ୍‌ କରିବା,ତା ପରେ ତାକୁ ନେଇ ଭୁବନେଶ୍ବର ଯିବା ଓ ସେଠାରୁ ରାଜସ୍ଥାନ ଝୁନ୍‌ଝୁନ୍‌ୱାଲା ଅଞ୍ଚଳରେ…

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଣ ଅଭିଯୋଗରେ ୩ ମିଲିସିଆ ଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

Posted by - March 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ରହି ଆତଙ୍କରାଜ ଚଳାଇଥିବା ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ…

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଗାୟବ

Posted by - December 11, 2019 6
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଂଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ…

Leave a comment

Your email address will not be published.