ଯାଜପୁର ବ୍ଲକ ପଣସା ପଂଚାୟତରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର

1675 203

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବ୍ଲକ ପଣସା ପଂଚାୟତ ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ଉପଜିଲପ।।ଳ ନାରାୟଣ ଚନ୍ଦ୍ର ଧଳ ଉଦଘାଟନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତି,ପୂର୍ବତନ ନଗରପାଳ ଭବପ୍ରସାଦ ଦାସ,ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ,ସ୍ଥାନୀୟ ସରପଂଚ ମୋନାଲିସା ପତି,ସମାଜସେବୀ ସୁରେଶ ପତି,ପୂର୍ବତନ ଜିଲା ପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଶତପଥି,ଲାଇପଂ ଟ୍ରଷ୍ଟର ଅଧ୍ୟକ୍ଷ ନଟବର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।  ଶିବିରରେ ଭେଷଜ,ସ୍ତ୍ରୀ ଓ ପ୍ରସୂତି,ଶିଶୁ,ଦନ୍ତ,ଶଲ୍ୟ,ଅସ୍ଥିଶଲ୍ୟ ବିଭାଗର ଅଭିଜ୍ଞ ଡାକ୍ତର ମାନେ ରୋୀଙ୍କ ଚିକିତ୍ସା କରିଥିଲେ ।

ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ମାଗଣାରେ ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଡା ହରିଶଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଡା ସଂଘମିତ୍ରା ଦାସ,ଡା ଅଂଶୁମାନ ମିଶ୍ର,ଡା ପଂରବେଜ ଆଲାମ,ଡା ନାରାୟଣ ସ୍ୱାଇଁ,ଡା ଗୌରବ ଶର୍ମା,ଡା କୌସ୍ତଭ ସାମଲ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଟିକା ମଧ୍ୟ ଦେଇଥିଲେ । ରୋଗୀ ମାନଙ୍କର ଏଣ୍ଡୋସ୍କପି,ଅଲ୍ଟ୍ରାସାଉଣ୍ଡ ଓ ହୃଦରୋଗର ବିଭିନ୍ନ ପରୀକ୍ଷା ମାଗଣାରେ କରାଯାଇଥିଲା । ଏହି ଶିବିରରେ ଆଖପାଖ ଅଂଚଳର ପ୍ରାୟ ୭୦୦ରୁ ଉର୍ଦ୍ଧ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।

ରୋଗୀ ମାନଙ୍କ ସୁବିଧା ପାଇଁ  ଟ୍ରଷ୍ଟ ପକ୍ଷରୁ ବିସ୍କୁଟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ଗ୍ରାମାଚଂଳ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଏଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ସେପଟେ ଗ୍ରାମାଚଂଳରେ ପ୍ରତିଷ୍ଠିତ ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସିତ ହେବା ସହିତ ମାଗଣାରେ ଔଷଧ ପାଇ ରୋଗୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

Related Post

ନୂଆ ଆଲୋକ ର ବାର୍ଷିକୋତ୍ସବ

Posted by - November 15, 2019 207
ଯାଜପୁର ଟାଉନ:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ହରିପୁର ପ୍ରାଥମିକବିଦ୍ୟାଳୟପରିସରରେସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକରବାର୍ଷିକୋତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତଏସପିଜୟରାମଶତପଥି ମୁଖ୍ୟ ଅତିଥି ଭାବେଯୋଗ ଦେଇ ସଂଗଠନ ପକ୍ଷରୁକରାଯାଉଥିବାସାମାଜିକକାର୍ଯ୍ୟକ୍ରମକୁ…

ଜିଲ୍ଲାପାଳ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭର୍ଚୁଅଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ…

ଭବାନୀପାଟଣା ରେ ଭାରତରତ୍ନ ଡ଼. ବି. ଆର୍. ଆମ୍ବେଦକର ଙ୍କ ୬୬ତମ ପରି ନିର୍ବାଣ ଦିବସ ପାଳିତ

Posted by - December 7, 2021 0
କଳାହାଣ୍ଡି: :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭବାନୀ…

ଖାଦ୍ୟ ନିରାପତ୍ତା ଯୋଜନାରେ ଛତୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - January 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବାଲେଶ୍ବର ଜିଲ୍ଲା  ନୀଳଗିରି ବ୍ଳକ କୃଷି ବୈଷୟିକ ପରିଚାଳନା ସଂସ୍ଥା (ATMA) ପକ୍ଷରୁ  ଏକ ଚ୍ଛତୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ରୁ ଜଣା…

ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ମାଆଙ୍କ ର ଦେହାନ୍ତ,ଶୋକାକଳ ପରିବେଶରେ ସମଗ୍ର ଅଞ୍ଚଳବାସି

Posted by - February 25, 2022 0
ବସ୍ତା :ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ଥାନା ଅନ୍ତର୍ଗତ ନାଡବଣି ଗ୍ରାମରେ ଆଜି ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନାଙ୍କ…

There are 203 comments

  1. Pingback: bahis siteleri

  2. Pingback: 1rankings

Leave a comment

Your email address will not be published.