ରାଜ୍ୟରେ ଅଛନ୍ତି ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ – ପ୍ରତାପ ଷଡଙ୍ଗୀ

28455 6,080

ବିଜେପି ଏକ ଜାତୀୟ ଦଳ ଓ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହା ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ । ରାଜ୍ୟରେ ବହୁ ଯୋଗ୍ୟ ନେତା ଅଛନ୍ତି । ହେଲେ ରାଜ୍ୟରେ କେଉଁ ନେତା ନେତୃତ୍ୱ ନେବେ ସେକଥା କେନ୍ଦ୍ରୀୟ ନେତୃବୃନ୍ଦ ହିଁ ନିଷ୍ପତ୍ତି ନେବେ। ମୁଁ ଏ ନେଇ ଅଧିକ କିଛି କହିପାରିବି ନାହିଁ ।ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ଆଜି ସେ ଏ ନେଇ କହିଛନ୍ତି, ରାଜ୍ୟ ବିଜେପିର ଅନେକ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ଏ ନେଇ ଦଳ ତରଫରୁ କିଛି କୁହାଯାଇନାହିଁ, ଯିଏ ଯାହା ଏ ବିଷୟରେ କହିଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ମତ ହୋଇପାରେ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ତେବେ କିଏ ରାଜ୍ୟରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସେ ନେଇ କିଛି ବି କହିନାହାନ୍ତି ପ୍ରତାପ । କେବଳ ଶୀର୍ଷ ନେତୃତ୍ୱ ହିଁ ଏକଥା ସ୍ଥିର କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହାର ପ୍ରଶ୍ନରେ ସେ କହିଛନ୍ତି ଜୁଏଲ ଓରାମଙ୍କୁ କିଏ କଥା କହିଛନ୍ତି ମୁଁ କିଛି ଜାଣିନି । ମୋତେ ଏନେଇ କିଛି କହିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Post

ସରକାରୀ ନିଷ୍ପତ୍ତି କୁ ମାନୁନାହିଁ ମହାନଦୀ କୋଇଲା କମ୍ପାନୀ

Posted by - September 26, 2019 136
ସରକାରୀ ନିଷ୍ପତ୍ତି କୁ ମାନୁନାହିଁ ମହାନଦୀ କୋଇଲା କମ୍ପାନୀ । ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି କ୍ଷତିପୂରଣ…

ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି । ବିଜେପି ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଦଳର…

ଯାଜପୁର ବ୍ଲକ ଏବଂ ନଗର କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

Posted by - June 22, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) କେନ୍ଦ୍ର ର ମୋଦି ସରକାରଙ୍କ ବିରୋଧରେ ଯାଜପୁର ବ୍ଲକ ଏବଂ ନଗର କଂଗ୍ରେସ ପକ୍ଷରୁ ଟେଲିପୋଂନ ଏକ୍ସଚେଂଜ ଅପିଂସ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ମୋଦି ସରକାର ଯେଉଁଭଳି କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଷଡଯନ୍ତ୍ର କରୁଛି ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରି ହଇରାଣ ହରକତ କରୁଛି ତାକୁ ତିବ୍ର ନିନ୍ଦା କରିଥିଲେ । ନଗର କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏବଂ ରାଜ୍ୟ କଂଗ୍ରେସ ସମ୍ପାଦକ ସନ୍ତୋଷ ନନ୍ଦ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ତିବ୍ର ନିନ୍ଦା କରିଥିଲେ କେନ୍ଦ୍ରସରକାର କଂଗ୍ରେସ ବିରୋଧୀ ଆଭିମୁଖ୍ୟରେ ପରିବର୍ତନ ନ କଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

ଭାରତୀୟ ଜନତା ପାର୍ଟି ର ପୁରୁଣାକଟକ ମଣ୍ଡଳ ସ୍ତରୀୟ ପ୍ରବାସ ବୈଠକ

Posted by - January 23, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ର ପ୍ରବାସ ବୈଠକ ଆଜି ପୁରୁଣାକଟକ କଲ୍ୟାଣୀ ମଣ୍ଡପ ଠାରେ…

ଅନୁସୂଚିତ ଜନଜାତିକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂରକ୍ଷଣ ଦାବି

Posted by - January 3, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତି କୁ ସରପଞ୍ଚ,ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ଚେୟାରମ୍ୟାନ ଇତ୍ୟାଦି ପଦବୀ ପାଇଁ ସଂରକ୍ଷଣ କରିବାକୁ…

There are 6,080 comments

  1. สล็อต เว็บ ตรง แตกง่ายแตกหนักแจกจริง ไม่ผ่านเอเยนต์ต้องที่นี่กับ PGSLOT-TH.COM เว็บเกมคุณภาพจากค่ายชื่อดังอย่าง PG SLOT ที่มีลูกค้าเล่นอย่างมากมายทั่วโลก มาแรงปี2022

  2. pgสล็อต เป็นเกมสล็อตที่มีอัตราการเกิดแจ๊คเพียงพอตแตกง่ายที่สุดในบรรดาสล็อตของปี 2022 ไม่ว่าจะเล่นในโทรศัพท์หรือในคอมพิวเตอร์เกมค่ายนี้ก็พร้อมที่จะแจกรางวัลให้กับผู้เล่นทุกคนเสมอ