Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳର ପ୍ରତିକ୍ରିୟା

921 153

ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ ଦୃଷ୍ଟିରୁ ଏବେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବେଜଟ୍‌ରେ ନିର୍ମଳା ଉପସ୍ଥାପନ କରିଥିବା ଅନେକ ପ୍ରସ୍ତାବ ମଧ୍ୟରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଦୃଷ୍ଟିରୁ କିଛି ପ୍ରସ୍ତାବକୁ ସ୍ୱାଗତ କରିବା ସହ ଏଥିରେ ରାଜ୍ୟ ଲାଗି କିଛି ସୁବିଧା ସୁଯୋଗ ମଧ୍ୟ ଦାବି କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରର ବିଜେପି ସରକାର ସହ ଘନିଷ୍ଠତା ଭିତରେ କେନ୍ଦ୍ରୀୟ ବଜେଟକୁ ରୋକଠୋକ୍ ପ୍ରଶଂସା କି ସମାଲୋଚନା କରିବା ସ୍ଥିତିରେ ଶ୍ରୀ ପଟ୍ଟନାୟକ ନଥିବା ତାଙ୍କର ଆଜିର ବୟାନରୁ ଜଳଜଳ ହୋଇ ଜଣାପଡ଼ିଛି।ବଜେଟରେ କୃଷି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ  ତାହାକୁ ମୁଖ୍ୟମନ୍ତ୍ରୀ  ସ୍ୱାଗତ କରିଛନ୍ତି ।

କୃଷି ରେଲ୍ ଓ କୃଷି ଉଡାଣ ଭଳି ବ୍ୟବସ୍ଥା ଦ୍ୱାରା କୃଷିଜାତ ସାମଗ୍ରୀର ଶୀତଳ ଭଣ୍ଡାର ସୁବିଧା ସହ ପରିବହନକୁ ସେ ସ୍ବାଗତ କରିବା ସହ  ପିଏମ-କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପକ୍ଷରେ କର୍ପୋରେଟ ଜଗତ ପାଇଁ ଟିକସ ରିହାତି ଦେବାକୁ ଓଡ଼ିଶା ଦାବି କରିଥିଲା, ଏହାକୁ ଗ୍ରହଣ କରାଯାଇଛି  ।

କମ୍ପାନିମାନଙ୍କ ପାଇଁ ବଜେଟରେ ଟିକସ ରିହାତି ଘୋଷଣା କରାଯାଇଥିବାରୁ ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି । ସେହିପରି ବ୍ୟାଙ୍କ ଜମା ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ଓ ନୂଆ ଶିକ୍ଷାନୀତି ପ୍ରଣୟନ ଏକ ସକାରାତ୍ମକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।ଏଥିରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଲାଗି ସ୍ଥାୟୀ ଓ ନିରନ୍ତର ବିକାଶ ଉନ୍ମୁଖୀ ଅର୍ଥ ବ୍ୟବସ୍ଥାର ଯେଉଁ ଲକ୍ଷ ରଖିଛନ୍ତି ୨୦୨୦-୨୧ବଜେଟ୍ ଏହାର ଏକ ପ୍ରତିଫଳନ ବୋଲି କହିଛନ୍ତି। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧର୍ମେନ୍ଦ୍ର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଥିସହିତ ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ନିବେଶରେ ସରଳୀକରଣ ହେବ। ଏତଦ୍‌ ଦ୍ୱାରା ରୋଜଗାର ବଢ଼ିବ । ଫଳରେ ବିକଶିତ ରାଜ୍ୟ ଏ ନେଇ ଅନେକ ସୁବିଧା ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Facebook Notice for EU! You need to login to view and post FB Comments!

Related Post

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

Posted by - May 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ…

କରୋନା ସଚେତନତା,ଗାଁ ଭିତରକୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

Posted by - March 29, 2020 0
ବରୀ ୨୮/୩ : (ସ୍ନେହାଂଶୁ ଶେଖର ମହାନ୍ତି )ମହାମାରି କରୋନା ପ୍ରତିରୋଧ ନିମନ୍ତେ ବରୀ ବ୍ଲକ୍ ବିଭିନ୍ନ ଗ୍ରାମପଂଚାୟତର ଗାଁ ମାନଙ୍କରେ ଗ୍ରାମବାସୀମାନଙ୍କ ଦ୍ୱାରା ରାସ୍ତା ଅବରୋଧ…

ଆରମ୍ଭ ହୋଇଛି ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

Posted by - January 18, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଯାଜପୁରରେ ଆରମ୍ଭ ହୋଇଛି ସଚେତନତାମୂଳକ କାର୍ଯ୍ୟକ୍ରମ । ଯାଜପୁର…

ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Posted by - August 26, 2020 0
ଯାଜପୁର ଅଫିସ :ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ…

There are 153 comments

  1. Aw, this was a very nice post. Taking the time and actual effort to generate a top notch article… but what can I say… I procrastinate a lot and don’t seem to get nearly anything done.

  2. Everything is very open with a very clear clarification of the challenges. It was definitely informative. Your website is very helpful. Many thanks for sharing!

  3. Howdy! I could have sworn I’ve been to your blog before but after going through many of the posts I realized it’s new to me. Nonetheless, I’m definitely happy I found it and I’ll be bookmarking it and checking back frequently!

  4. Good post. I learn something new and challenging on websites I stumbleupon every day. It’s always helpful to read articles from other authors and practice something from other web sites.

  5. After I originally left a comment I appear to have clicked on the -Notify me when new comments are added- checkbox and from now on each time a comment is added I get 4 emails with the exact same comment. There has to be a means you are able to remove me from that service? Thank you.

  6. An interesting discussion is definitely worth comment. I do think that you ought to write more on this subject matter, it may not be a taboo matter but typically folks don’t discuss such issues. To the next! Many thanks.

  7. Hi, I do believe this is a great blog. I stumbledupon it 😉 I may come back yet again since I book-marked it. Money and freedom is the greatest way to change, may you be rich and continue to help others.

  8. Hi there! This article couldn’t be written any better! Going through this article reminds me of my previous roommate! He continually kept talking about this. I’ll forward this information to him. Fairly certain he’s going to have a good read. Thank you for sharing!

  9. Hello! I could have sworn I’ve visited this website before but after going through many of the articles I realized it’s new to me. Anyways, I’m definitely delighted I came across it and I’ll be bookmarking it and checking back regularly.

  10. Hello there, I do think your site could possibly be having web browser compatibility problems. Whenever I look at your site in Safari, it looks fine however, when opening in I.E., it’s got some overlapping issues. I just wanted to give you a quick heads up! Apart from that, fantastic blog.

Leave a comment

Your email address will not be published.