ନିଆରା ଢଙ୍ଗରେ ନୂଆବର୍ଷ ପାଳନ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଦୀର୍ଘ ୨୪ ବର୍ଷ ହେଲା ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ମଳିକପଡ଼ା ଗ୍ରାମବାସୀ ।ସ୍ବର୍ଗତ ଲଛମନ ଭୋକ୍ତା ଙ୍କ ପ୍ରେରଣା ରେ ସକାଳେ ଭେଜୀଗୋରା ପେଟ।ସ୍ୱର୍ ମନ୍ଦିର ରୁ ସଙ୍କୀର୍ତ୍ତନ ଆରମ୍ଭ କରି ୭ଖଣ୍ଡ ଗ୍ରାମ…

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର

୫୦ଥର ପାଇଁ ରକ୍ତଦାନ କରି ଆନନ୍ଦିତ: ଅଧ୍ୟାପକ ମୋହନ ଚରଣ ବିଷି ଧର୍ମଗଡ଼: ୨୦/୧୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ରେ ଯୁବ ଓଡିଶା ନଵୀନ ଓଡ଼ିଶା ନୂଆ-…

ମାତାଦିନଲାଲ ଅଗ୍ରୱାଲା ଙ୍କ ତରଫରୁ ଛତରଙ୍ଗ ଠାରେ କମ୍ବଳ ବଣ୍ଟନ

ହରଭଙ୍ଗା :୧୬/୧୨( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ଠାରେ ଆଜି ଅଚଂଲ ର ୫୪ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ ରାୟପୁର ତଥା ବୌଦ୍ଧ ଜିଲ୍ଲାର ବିଶିଷ୍ଠ ସମାଜସେବୀ ମାତାଦିନଲାଲ ଅଗ୍ରୱାଲା ସ୍ତ୍ରୀ ଗୋଦାବରୀ ଅଗ୍ରୱାଲା…

ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ତରଫରୁ ରକ୍ତଦାନ ଶିବିର

ଢେଙ୍କାନାଳ :ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ତରଫରୁ ଏକ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି। ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତ ରେ ଢେଙ୍କାନାଳ ପୈାରପାଳିକା ନଗରପାଳ ଓ ଉପ ନଗରପାଳ ତଥା ୫ ନଂମ୍ବର…

ପ୍ରାଣୀ ଧନ ଚିକିତ୍ସକ ଓ ପଡ଼ାବାସୀଙ୍କ ଅକ୍ଳ।ନ୍ତ ଚେଷ୍ଟା ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲାନି ଗାଈ, ଶେଷରେ ହାରିଲା ଜୀବନ

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ସ୍ୱାର୍ଥପର ଦୁନିଆଁରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା ଭିତରେ ବି ମାନବିକତା ବଞ୍ଚି ରହିଛି। ଟିଟିଲାଗଡ ସହରର ହାଟପଦା ପଡ଼ା ଏକତାର ପ୍ରତୀକ, ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି…

ସଫଳ ହେଲା ଚିକିତ୍ସା, ମୈତ୍ରୀ ଦ୍ୱାରା ସାହାଯ୍ୟ ପାଇ ଧନ୍ୟବାଦ ଦେଲେ ଅଧକ୍ଷଙ୍କୁ

ନୂଆ ଜୀବନ ଫେରି ପାଇ ବଞ୍ଚିବାର ଅଶା ସଞ୍ଚାର ହେଲା ଗରିବ ପରିବାରରେ କାଶୀପୁର:(ଅଞ୍ଜନ କୁମାର ନାଏକ)ଆଜ୍ଞା ହଁ ଘଟଣା ଟି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ଶାଗବରୀ ଗ୍ରାମର ବୋଲି ଜଣା ପଡିଛି।ଗ୍ରାମର ଲୋକନାଥ ମାଝୀ…

କଣ୍ଢେଇ ନାଚ ମାନେ ପକାଉଛି ୬୦ ଦଶକର ଚିତ୍ର

ଢେଙ୍କାନାଳ :ଓଡିଶା ର ଯେ କୋଣସି ସ୍ଥାନରେ ଅପେରା ପଡ଼ିଲେ ଦେଖିବାକୁ ଯାଇଥାଆନ୍ତି। ଲକ୍ଷ୍ମୀ ପୂଜା ସମୟରେ ଦର୍ଶକ ମାନଙ୍କର ରାତିରେ ମନୋରଞ୍ଜନ ଆଖିରେ ରଖି ସେ ୧୯୫୬-୧୯୫୭ ମସିହାରେ ପ୍ରଥମେ ଅପେରା ଦଳ ଡକାଇ ନିଜ ବଜାର ଲକ୍ଷ୍ମୀ ବଜାର…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇଲେ ୧.୬ ବର୍ଷ ର କୁନି ପୁଅ ସମ୍ଭବ

ଧର୍ମଗତ:୨୬/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ ଥନଟ ଗ୍ରାମର କୁନି ପୁଅ ଅସମ୍ଭବ କୁ ସମ୍ଭବ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ମାତ୍ର ୧.୬ ବର୍ଷ ବୟସରେ ସମ୍ଭବ ପଣ୍ଡା ପ୍ରଥମ ସ୍ଥାନ ପ୍ରଥମ ଛୋଟ ବୟସ ଶିଶୁ…

ପବିତ୍ର ଦଶହରା ଉପଲକ୍ଷେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ

ଢ଼େଙ୍କାନାଳ:ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟମ୍ବା ଗ୍ରାମର ଡମ ସାହିରେ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଗଲା। ଡମ ସାହିରେ ଥିବା ମହିଳାଙ୍କୁ ନୂତନ ଶାଢ଼ୀ ପ୍ରଦାନ କରିଥିଲା ସଂଘ। ଏଥିରେ ସଂଘର…

ଆଦର୍ଶ କ୍ରୀଡ଼ା ଶିକ୍ଷକ ଓ ସମାଜସେବୀ ପ୍ରମୋଦ କୁମାର ରାଉତ ସମ୍ବର୍ଦ୍ଧିତ

ଭୁବନେଶ୍ବର :(ପାୟଲ ରାଉତ )ଓଡ଼ିଶା ର ଅନ୍ୟତମ ସଂସ୍ଥା “ସୋ ଆମ ଆଇ ଫାଉଣ୍ଡେସନ “ର ବିଶ୍ବ ଖାଦ୍ଯ ଦିବସ ପାଳନ । ଏହାର ଉଦ୍ଦେଶ୍ୟ ଏହିକି ଦୁନିଆଁ ରେ କେହି ବି ଜଣେ ଭୋକିଲା ନ ରହୁ । ଏହି…