ଢେଙ୍କାନାଳ :ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ତରଫରୁ ଏକ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି। ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତ ରେ ଢେଙ୍କାନାଳ ପୈାରପାଳିକା ନଗରପାଳ ଓ ଉପ ନଗରପାଳ ତଥା ୫ ନଂମ୍ବର କାଉନସିଲର ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସୁପରିଚାଳନା କରିଥିଲେ।

ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ର ମୁଖ ରଞ୍ଜିତ ବିଶାଳ,କୁନିଲତା ବେହେରା, ସସ୍ମିତା ବେହେରା, ଦେବାଶିଷ ମିଶ୍ର, ବିରଞ୍ଚି ପାଣି,ସନ୍ତୋଷ ବେହେରା ପ୍ରଶାନ୍ତ ମାହାନ୍ତି,ମାନସ ରାଉତ, ଦେବସ୍ମିତା ପଟ୍ଟନାୟକ, ରଶ୍ମି ମହାନ୍ତି,ରୁଦ୍ର ପଟ୍ଟନାୟକ,ଆକାଶ ବେହେରା ଏବଂ ସମସ୍ତ କୋଚ୍ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା।