ବୌଦ୍ଧ(ଚିତ୍ତରଞ୍ଜନ ସିଂ)କୁଶଙ୍ଗ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ l ବୌଦ୍ଧ –ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ 1997 ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ନବୀନ ବେହେରା, ପ୍ରଦୀପ୍ତ କୁମାର ସେଠୀ, ସୁଜିତ ମାଝୀ, ପୌଲସ୍ତି ନାୟକ, ଦିଲ୍ଲୀପ ଡ଼ାଳୁଆ, ଇନ୍ଦ୍ରମଣି ବେହେରା, ସନ୍ତୋଷ ସେନାପତି, ରାଜେନ୍ଦ୍ର ଖେତୀ, ସନ୍ତୋଷ ସେଠୀ, କାହ୍ନୁ ଚରଣ ନାଥ, ନିର୍ଭୟ ଗୁରୁ, ପଦ୍ମା ରଣା, ବିପିନ ବାରିକ, ପ୍ରମୋଦ ରଣା, ଶାନ୍ତନୁ ମହାଖୁଡ଼, ନୃସିଂହ ପ୍ରଧାନ, ପ୍ରଭାସିନୀ ସାହୁ, ଅହଲ୍ୟା ସାହୁ, ପୁଷ୍ପଲତା ସାମଲ, ରଶ୍ମି ମହାପାତ୍ର, କଳ୍ପନା ବାଈ, ଝୁନି ବେହେରା, ସନାତନ ବାନାର୍ଜୀ ଓ ଉଷାବତୀ ନାୟକ ଙ୍କ ସହ ପ୍ରଧାନ ଶିକ୍ଷକ ମହେଶ୍ୱର ବାରିକ, ଶିକ୍ଷକ ଚିତ୍ତରଞ୍ଜନ ଦେହୁରୀ, କୈଳାଶ ପ୍ରଧାନ, ମଧୁସୂଦନ ବାରିକ, ସୁବାସ ଚନ୍ଦ୍ର ମହାପାତ୍ର ଓ ଲୋକନାଥ ସାହୁ ଯୋଗ ଦେଇଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ରାଜେନ୍ଦ୍ର ଖେତୀ ଓ ନବୀନ ବେହେରା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ l