ବେନକେରା ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ ୧୮/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଠାରେ ଚାଲିଥିବା ଦଶମ ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଫାଇନାଲ ଖେଳ ଜଳିଆବାହାଲ ଓ ମରୁଆଁ ମଧ୍ୟରେ…

ଘୁନୁସର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ ୧୮/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନୁସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ର ସ୍ଥାନୀୟ ସରପଞ୍ଚ ଅନୁଶୟା ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି…

ତଳଗାଁ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ସମଗ୍ର ରାଜ୍ୟରେ ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରକାରୀ ବେ ସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା…

କନ୍ଦାଖାଳ ଗାଁ ଆର ଡ଼ି ରାସ୍ତା ନହେଲେ ଭୋଟ ବର୍ଜନ

କେସିଙ୍ଗା (ପ୍ରୀତେଶ ପଟେଲ)ଯୋଗାଇଦେଇ ଆସୁଥିବା ସହର ଠାରୁ ଗ୍ରାମାଞ୍ଚଳ କୁ ଅର୍ଡି ରାସ୍ତା କାହାପାଇଁ ସରକାର ଙ୍କ ମାଳ ମାଳ ଯୋଜନା ହଉଛି ହେଲେ ଅଧ ବାଟରେ ହଉଛି ବାଟବଣା l କାହିଁକି ନା ବିଭାଗୀୟ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟ…

ଯୁବନେତା ମଣ୍ଟୁ ନାଏକଙ୍କ ନେତୃତ୍ୱରେ ବିଜେଡିର ସାଂଗଠନିକ ବୈଠକ

କେସିଙ୍ଗା ( ପ୍ରୀତେଶ ପଟେଲ) ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ କେସିଙ୍ଗା ବ୍ଲକ ର ୧୭ ଟି ପଞ୍ଚାୟତ ସାମିଲ ରହିଛି । ଏହି ୧୭ ଟି ପଞ୍ଚାୟତ ର କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଗ୍ରାମ ପଂଚାୟତ ବିକାଶ ପାଣ୍ଠିରେ ଶିଶୁ ସୁରକ୍ଷା ସାମିଲ ଲାଗି କର୍ମଶାଳା

ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା )ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ସଭା ଗୃହ ରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି(ଜିପିଡିପି )ରେ ଶିଶୁ ସୁରକ୍ଷା ସାମିଲ ଲାଗି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ଏବଂ ସି ଆର…

ବୌଦ୍ଧକୁ ଛୁଇଁବ ରେଳ,ଦୀର୍ଘ ଦିନର ସ୍ବପ୍ନ ହେବ ପୂରଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆସନ୍ତା ମାସ ରେ ବୌଦ୍ଧ ଜିଲ୍ଲା କୁ ଗଡିବ ରେଳ l ଏଥିପାଇଁ ବୌଦ୍ଧ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ ବଡ ଟନେଲ । ଇଷ୍ଟକୋଷ୍ଟ ରେଳବିଭାଗ ପକ୍ଷରୁ ପ୍ରଥମ କରି ଟନେଲ ନିର୍ମାଣ…

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ଜଗନ୍ନାଥ ସେବା ସମିତି ଓ ଜୁନାଗଡ ଲେପ୍ରା ସୋସାଇଟି ଦ୍ବାରା ପରିଚାଳିତ ଜୁନାଗଡ ନେତ୍ର ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆଜି ସ୍ଥାନୀୟ ଜୟ ହିନ୍ଦ…