ରାୟଗଡା ଜିଲ୍ଲା କିସ ଅନୁଷ୍ଠାନ ତରଫରୁ କିସ ଅବିଭାବକ ସମ୍ମିଳନୀ

କାଶୀପୁର : (ଅଞ୍ଜନ କୁମାର ନାଏକ)କିସ ଅନୁଷ୍ଠାନ ତରଫରୁ ରାୟଗଡା ସ୍ଥିତ କିସ ଅଭିଭାବକଙ୍କ ସମ୍ବିଳନୀ ଅନୁଷ୍ଠିତ କରାଯାଇଛି।ଏହି ସମ୍ମିଳନୀରେ କିସର ସଂଯୋଜକ ରୋନୀତ ଶବର ,କଲିଙ୍ଗ ଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁ ,କିସ ଛାତ୍ରଛାତ୍ରୀ ଅବିଭାବକ ସଭାପତି ବୁଡୁ…

ତାମିଲନାଡୁ ରେ କାଶୀପୁର ବ୍ଲକର ଜଣେ ବିକଳାଙ୍ଗ ଦାଦନ ଶ୍ରମିକଙ୍କ ମୃତ୍ୟୁ

କାଶୀପୁର :(ଅଞ୍ଜନ କୁମାର ନାଏକ)ବାହାର ରାଜ୍ୟ ତାମିଲନାଡୁ ରେ କାଶୀପୁର ବ୍ଲକ ର ପୁଣି ଏକ ଶାରୀରିକ ବିକଳାଙ୍ଗ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତ ର ରାଶିଝିରି ଗ୍ରାମର ମଦନ ଗଉଡ଼ ବୟସ…

କେସିଙ୍ଗାର ବିଭିନ୍ନ ସମସ୍ୟା କୁ ନେଇ ଜିଲାପାଳଙ୍କୁ ଭେଟିଲେ କେସିଙ୍ଗା ବିକାଶ ମଞ୍ଚ

( ଟୋଲ ଗେଟ, ଶୋଚନୀୟ ରାସ୍ତା, ସ୍ଥାୟୀ ରେଜିଷ୍ଟ୍ରେସନ) କେସିଙ୍ଗା: (ପ୍ରୀତେଶ ପଟେଲ)କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ନୁନ ମାଠ ଠାରେ ନୂତନ ଭାବରେ ହୋଇଥିବା ଟୋଲ ଗେଟ ରେ ସ୍ଥାନୀୟ ଲକୋ ତଥା ଜିଲ୍ଲା ର ଜାନ ବାହାନ କୁ…

ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି…

ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର

ବେଲଗୁଣ୍ଠା: ୮/୨  (ସୁଶାନ୍ତ କୁମାର ବେହେରା )ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର,କ୍ଷତ୍ରିୟବରପୁର, ଏନ୍.ପି ଶାସନ,ଗୋବରା,ନେଟେଙ୍ଗା…

ନାଚ ରାଜନୀତିରେ ଦିବ୍ୟଶଙ୍କର ଆଗ, ପଛରେ ମୌସୁଧି,କଂଗ୍ରେସ ଵରିଷ୍ଟ ନେତା ଦିଗାମ୍ବର ଦୁରିଆଙ୍କ ଅଭିଯୋଗ

ଧର୍ମଗଡ : ୯/୨(ହେମନ୍ତ କୁମାର ମାଝୀ)ପୂର୍ବରେ ଜନତା ନାଚିଲେ ,ବର୍ତ୍ତମାନ ନେତା ଙ୍କ ପାଳି-ସାଧାରଣ ଜନତା ଦର୍ଶକ ସାଜି କର ତାଲି ମାରିବା ବେଳ ଆସିଛି ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି।କିଛି ଦିନ ହେଲା ଜୁନାଗଡ଼ ବିଧାୟକ…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଧର୍ମଗଡ଼ :୯/୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଠାରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନ ବ୍ୟାପି ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉତଯାପିତ ହୋଇଯାଇ ଅଛି l ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା,…

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଗାଁ କୁ ଚାଲ ଅଭିଯାନର ଶୁଭାରମ୍ଭ”

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ରାଜ୍ୟ ବିଜେପି ର ନିଷ୍ପତି ଅନୁଯାୟୀ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ବୌଦ୍ଧ ଜିଲ୍ଲା ର” ଗାଁ କୁ ଚାଲ ଅଭିଯାନ ” ର ଶୁଭାରମ୍ଭ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର…

ଭଙ୍ଗା ଦଦରା ଅବସ୍ଥାରେ ଯୋଲିମୁଣ୍ଡା ଚେକଡ୍ୟାମ ୨ ହଜାର ଚାଷ ଜମିକୁ ପାଣି ମାଡୁ ନାହିଁ

ମୁନିଗୁଡା : (ରମାକାନ୍ତ ପୋଡାଲ )ଦୀର୍ଘ ବର୍ଷ ଧରି ଭଙ୍ଗା ଦଦରା ହୋଇ ଅବହେଳିତ ଅବସ୍ଥାରେ ପଡି ରହିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗର ଝିଲିମୁଣ୍ଡା ଚେକଡ୍ୟାମ। ବନ୍ଧ ଶୁଖିଲା ପଡିଥିବା ବେଳେ କେଉଁଠି ପାଇପ ଫାଟିଛିତ ଆଉ କେଉଁଠି…

ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନିୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଭାଗୃହ ଠାରେ ଜାତୀୟ କୃମିନାଶକ ଦିବସ ପାଳନ ପାଇଁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀ ବିଶ୍ୱରଞନ ପତି ଆସନ୍ତା କାଲି ପାଳନ ହେବାକୁ…