ନ୍ୟୁଉ ଇଣ୍ଡିଆ ଦ୍ୱାରା ବାଉଁଶ କାରୀଗରଙ୍କୁ ପ୍ରଶିକ୍ଷଣ

ଢେଙ୍କାନାଳ :ଦିନ ଥିଲା ବାଉଁଶ ବ୍ୟବହାର ଘରେ ଘରେ ବହୁଳ ଭାବରେ ବ୍ୟବହାର ହେଉଥିଲା । ମାତ୍ର ପରବତର୍ରି ସମୟରେ ପ୍ଲାଷ୍ଟିକର ବ୍ୟବହାର ଯୋଗୁ ଏହାର ଚାହିଦା ଧିରେ ଧିରେ କମିଯାଇଛି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହେଉଅଛି…

ଟୋଲ୍ ଗେଟ୍ ପାଇଁ କେସିଙ୍ଗା ଥାନ ଅଧିନରେ ଥିବା ଜନବସତି ଅସନ୍ତୋଷ

କେସିଙ୍ଗା : ୬/୨(ପ୍ରୀତେଶ ପଟେଲ)ସହର ର ବିଭିନ୍ନ ଛୋଟ ବଡ଼ ବିଧିବଦ୍ଧ ସମସ୍ୟା ନେଇ ଗତକାଲି କେସିଙ୍ଗା ବିକାଶ ମଞ୍ଚ ପକ୍ଷ ରୁ ସ୍ଥାନୀୟ ବ୍ଲକ ସଭାଗୃହ ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟତଃ ଗତ କିଛି ଦିନ…

ସେବା ମହୋତ୍ସବ ରେ “ସେବା 24×7” ପୋଟାଲ ଜନତା ଙ୍କ ସେବାରେ ଲୋକାର୍ପିତ

ହରଭଙ୍ଗା ::(ଚିତ୍ତ ରଞ୍ଜନ ସିଂ) ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ, ଆନୁକୂଲ୍ୟରେ ଅନୁଷ୍ଠିତ “ପ୍ରଥମ ସେବା ମହୋତ୍ସବ “ର ଉଦ୍ଘାଟନୀ ଦିବସରେ ଜନତାଙ୍କ ସେବାରେ ପ୍ରଥମ ଥର…

ସେବା ମହୋତ୍ସବ ଉଦଯାପିତ,ଗୀତିକାର ଜୟଶ୍ରୀ ଧଳ ଙ୍କ ସଂଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବହୁ ପ୍ରତିକ୍ଷୀତ ସେବା ମହୋତ୍ସବ “ଦେବାରେ ଆନନ୍ଦ ” ବୁଧବାର ଦିନ ଉଦଯାପିତ ହୋଇଯାଇଛି l ସମ୍ବିଧାନ ର ଚତୃର୍ଥ ସ୍ତମ୍ଭ ର ଏକ ନିଆରା କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ…

ଗୋପାଳ ଏଗ୍ରୋ ନାମକ କପା ମିଲ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା କ୍ଷତି

କେଶିଙ୍ଗା :(ପ୍ରିତେଶ ପଟେଲ )କେସିଙ୍ଗା ବ୍ଲକ କୋକୋମୁଣ୍ଡା ଛକ ନିକଟସ୍ଥ ଗୋପାଳ ଏଗ୍ରୋ ନାମକ ଏକ କପା ମିଲ୍ ରେ ଆଜି ସକାଳ ପାଖାପାଖି ସାଢେ଼ ଆଠଟା ସମୟ ରେ ନିଆଁ ଲାଗି ଯାଇଥିଲା।ସୂଚନା ଅନୁଯାୟୀ ସଟ ସର୍କିଟ ଯୋଗୁଁ ନିଆଁ…

ପେନ୍‌ସନ୍ ଦାବୀ ନେଇ ଓଷ୍ଠାର ଆନ୍ଦୋଳନ

ଢେଙ୍କାନାଳ:୩/୨(ଶୁଭମ ପାଣି ) ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଗୁଡିକର ଶିକ୍ଷକ କର୍ମଚାରୀଙ୍କର ପେନ୍‌ସନ୍ ଆଦି ଦାବୀ ନେଇ ସରକାର ଟାଳଟୁଳ ନୀତି କରୁଥିବାରୁ ଶିକ୍ଷକମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଦେବୁ କାଲି ଦେବୁ ବୋଲି…

ନ୍ୟାୟ ପାଇଁ ପରିବାର ସହ ରଶ୍ମିତା ଏସ୍‌ପିଙ୍କ ଦ୍ବାରସ୍ଥ

ଢେଙ୍କାନାଳ:୦୫/୦୨(ଶୁଭମ ପାଣି ) ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧକ୍ଷକ ମଡକର…