ରାୟଗଡାର ଦୁର୍ଗମ ଅଂଚଳରେ ବସ୍ତ୍ର ଦାନ କଲା ଜ଼ିଲ୍ଲା ସାମ୍ବାଦିକ ସଂଘ

ରାୟଗଡା ଜ଼ିଲ୍ଲା ସୀମାନ୍ତ ତଥା ବନ୍ଧୁଗାଁ ବ୍ଲକ ର ମଞ୍ଚାପଦର ଗାଁ ଠାରେ ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ଗ୍ରାମବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି | ମାନବ ସେବା ହିଁ ଭବିଷ୍ୟତ ଶାନ୍ତିର ପଥ ଏଣୁ ଏଭଳି ଚିନ୍ତାକୁ ଅନୁସରଣ କରି…

“କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ମାନ୍ୟବର କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମନମୁଣ୍ଡା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ର ବିଜେପି…

ସଂକୁଲେଇ ପଞ୍ଚାୟତରେ ଘରେ ଘରେ ଶଙ୍ଖ ନାଦ

ହରଭଙ୍ଗା ୪/୨ (ଚିତ୍ତରଞ୍ଜନ ସିଂ )ଚବିଶ ବର୍ଷ ର ବିଜେଡି ଶାସନ ରେ ଓଡିଶା ରେ ହୋଇଥିବା ବିକାଶ ର ଚିତ୍ର କୁ ପ୍ରତ୍ୟକ ଘରେ ପହଞ୍ଚେଇ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ବିଜେଡି ଦଳର ନେତୃବୃନ୍ଦ ପ୍ରୟାସ ଆରମ୍ଭ…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ଵିଳନୀ ଓ ପୁରସ୍କାର ବିତରଣ ସମ୍ଵଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଧର୍ମଗଡ଼ : ୪/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ରାଜ୍ୟ ପ୍ରଥମ ଵିଶ୍ଵ ଓଡିଆ ଭାଷା ସମ୍ଵିଳନୀ ୨୦୨୪ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ଏନ୍ ଏ ସି ର ତିନି ଜଣ ସାହିତ୍ୟିକ…

ଗାଁ କୁ ରାସ୍ତା ନାହିଁ ,୩ କିମି ଗର୍ଭବତୀ ମହିଳା ଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଧର୍ମଗଡ଼ :୦୩/୦୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଚିତ୍ର, କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁ କୁ ଭଲ ରାସ୍ତା ଟିଏ ନ ଥିବାରୁ…

ରାଜ୍ୟ ଆଇନ ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଅଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚାଲିଛି ଲୁଟ!

ରାୟଗଡା (ଅଞ୍ଜନ କୁମାର ନାଏକ)ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ଓ ଜଣେ ୨୨ ବର୍ଷରୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବିଜୁ ସ୍ଵାସ୍ତ୍ୟ ବୀମା ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇନଥିବା ଘଟଣାଟି ବର୍ତମାନ ସମଗ୍ର ରାୟଗଡା ଜିଲ୍ଲା…

ଅନ୍ତିଷ୍ଟିକ୍ରିୟା ଭୋଜି ରେ ସାମିଲ ହେଇ ୨ ମୃତ ୩ ଗୁରୁତର

କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ତାଙ୍କ ଅନ୍ତିଷ୍ଟିକ୍ରିୟା ଭୋଜିରେ ଯୋଗ ଦେଇ ଅଞ୍ଚଳ ର ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ…

ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପ୍ରତିକ୍ଷାର ହେଲା ଅନ୍ତ । ସଫଳ ହେଲା ସଂଗ୍ରାମ । ଦଶନ୍ଧୀ ଦଶନ୍ଧୀର ଦାବୀ ହୋଇଛି ପୂରଣ । କଳା ସଂସୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ…