ସରକାରୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )-ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଯାତ୍ରୀ ଆହତ । ଫୁଲବାଣୀ-ଅନୁଗୁଳ ଯାଉଥିଲା ସରକାରୀ ବସ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ…

ଲୋକପ୍ରିୟ ନେତା ଜଗନ୍ନାଥ ନୁଣ୍ଡୁରୁକାଙ୍କୁ ଅମ୍ବାଦଳା ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା

ରାୟଗଡା :  (ରମାକାନ୍ତ ପୋଡାଲ )ବିଷମ କଟକ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ତଥା ଚର୍ଚ୍ଚିତ ଚେହେରା ଜଗନ୍ନାଥ ନୁଣ୍ଡୁରୁକା।ଏହି କେତେଦିନ ହେବ ଶ୍ରୀ ନୁଣ୍ଡୁରୁକା ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ବେଳେ ଆଜି ଅମ୍ବାଦଳା ବିଜେପି ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା…

ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକଦଶାହ ଦିବସରେ ସ୍ମୃତିଚାରଣ ସଭା

ବେଲଗୁଣ୍ଠା ୦୫/୦୩(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକାଦଶାହ ଦିବସରେ ସ୍ମୃତିଚାରଣ ସଭା ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ…

ସାଧାରଣ ନିର୍ବାଚନ- ୨୦୨୪ ପରିପ୍ରେକ୍ଷୀରେ ମୁଦ୍ରଣ ଛାପାଖାନା ସତ୍ବାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କ ସଚେତନତା ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସାଧାରଣ ନିର୍ବାଚନ -2024 କୁ ଜିଲ୍ଲାରେ ବ୍ୟବସ୍ଥିତ ଓ ଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମୁଦ୍ରଣ ଛାପାଖାନା ସତ୍ବାଧୀକାରୀ ଓ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏକ ସଚେତନତା ବୈଠକ…

ସୁବର୍ଣ୍ଣପୁରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ୍ ଶ୍ରୀମଲ ଙ୍କ ସୋନପୁର ବ୍ଲକ୍ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲାପରିଷଦ ସଭାଗୃହ ରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ମୁଖ୍ୟଅତିଥି ଭାବେ…

ଚାରିଛକ ରେ ପଞ୍ଚାୟତ ରାଜ ଦିବସ ଓ ଛାତ୍ରଛତ୍ରୀଙ୍କୁ ବୃତ୍ତି ପ୍ରମାଣ ପତ୍ର ବଣ୍ଟନ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି l ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ବିଡ଼ିଓ…

ପୋକ୍ସୋ ମାମଲାର ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ନେଇ କୋର୍ଟଙ୍କ ଆଦେଶରେ ନୋଟିସ୍

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ମଙ୍ଗଳବାର ଅପରାନ୍ହ ୪  ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ବହଲପଡା ଗ୍ରାମରେ ପୋକ୍ସୋ ମାମଲାର ଜଣେ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ପାଇଁଁ ଆଜି ସାର୍ବଜନିନ ନୋଟିସ୍ ଜାରି କରିଛି ବୌଦ୍ଧ ପୋଲିସ l ସମ୍ବଲପୁର ଅତିରିକ୍ତ…

ବୃଷବ ପ୍ରତିଷ୍ଠା ସମୟରେ ନାଗ ସାପ ଦର୍ଶନ କଲେ ଭକ୍ତ

ହରଭଙ୍ଗା (ଚିତ୍ତରଞ୍ଜନସିଂ) ହରଭଙ୍ଗା ବ୍ଲକ କୁମାରୀ ସ୍ଥିତ ବାବା ନୀଳକଣ୍ଠସ୍ୱର ମନ୍ଦିର ରେ ଦେଖିବାକୁ ମିଳିଛି ଏକ ଔଲକିକ ଘଟଣା l ସୂଚନା ଅନୁଯାଇ ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ସଞ୍ଜୟ ସାହୁ ଙ୍କ ପରିବାର ପକ୍ଷରୁ ମନ୍ଦିର କୁ ଦ୍ୱାରା…

ଡିଗ୍ରୀ କଲେଜ ରେ ଛାତ୍ରଛତ୍ରୀଙ୍କୁ ବୃତ୍ତି ପ୍ରମାଣ ପତ୍ର ବଣ୍ଟନ

ହରଭଙ୍ଗା (ଚିତ୍ତରଞ୍ଜନସିଂ)ଭୈରବୀ ସ୍ନାତକ ମହବିଦ୍ୟାଳୟ ପୁରୁଣାକଟକ ଠାରେ ପଞ୍ଚାୟତିରାଜ ଦିବସ ଅବସରରେ ଛାତ୍ରଛତ୍ରୀମାନଙ୍କୁ ନୂଆ ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସର ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର…