ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ମୂଖ୍ୟ ରାସ୍ତା ଅବରୋଧ
ବେଲଗୁଣ୍ଠା: ୨୯ /୦୨ (ସୁଶାନ୍ତ କୁମାର ବେହେରା )ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ ୪୦ ବର୍ଷ…