
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ତା ୦୨.୦୫.୨୦୨୫ ରିଖ ଶୁକ୍ରବାର ପାଇଛି । ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ନୋଡାଲ ଉଚ୍ଚ ବିଦୟାଳୟର ପାସ୍ ହାର ଶତ ପ୍ରତିଶତ ହୋଇଥିବା ବେଳେ ତୃତୀୟ ଭାଷା ଧନ୍ଦାମୂଳକ ଶିକ୍ଷା ଅନ୍ତର୍ଗତ Electronics ବିଷୟ ରେ ୨ ଜଣ ପରୀକ୍ଷାର୍ଥୀ – ମାମାଲି ବେହେରା ଓ କୃତିବାସ ସେଠି ଶତ ପ୍ରତିଶତ (୧୦୦/୧୦୦) ନମ୍ୱର ରଖିଛନ୍ତି । ତାଙ୍କ ସଫଳତା ନେଇ ଅଞ୍ଚଳରେ ଖୁସି ପ୍ରକାଶ ପାଇବା ସହିତ ଶିକ୍ଷା ଅନୁଷ୍ଠାନ ର ଗୌରବ ବୃଦ୍ଧି ପାଇଛି। ଇଲେକ୍ଟ୍ରୋନିକ୍ସ ବିଭାଗ ର ଶିକ୍ଷକ ବିକ୍ରମ କେଶରୀ ମାଝୀ ଏବଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର ଦେହୁରୀ ଛାତ୍ର ଛାତ୍ରୀ ଙ୍କୁ ଆରାଧନା ଶୁଭେଚ୍ଛା ଜଣାଇଛନ୍ତି ।