ମୃତ୍ୟୁ କୁ ପୁରିଲା ପାଞ୍ଚ ମାସ ,ହରିଶ୍ଚନ୍ଦ୍ର ସହାୟତା ମିଲବ କେବେ ?
କେସିଙ୍ଗା : (ରୁପ୍ରୀତେଶ ପଟେଲ )ରାଜ୍ୟ ସରକାର ଲୋକଙ୍କ ଜନ୍ମ ଥୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା କରିବା ର ବ୍ୟବସ୍ଥା କରିଥିବା ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ଦିଣ୍ଡିମ ପିଟୁଥିବା ବେଳେ କେସିଙ୍ଗା ବ୍ଲକ ର…