ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’

ବଲାଙ୍ଗିର:୦୯/୦୧ (ନରେନ୍ଦ୍ର ନେଗୀ)ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆଜି କୋଶଳ କଳା ମଣ୍ଡଳରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆଜି ମଂଚାସୀନ ଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ,…

ଉଦଯାପିତ ହେଲା ସପ୍ତମ ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା

ହରଭଙ୍ଗା:  (ଚିତ୍ତରଞ୍ଜନ ସିଂହ)ସମ୍ବଲପୁରୀ ନୃତ୍ୟୁ ଓ ଗୀତରେ ଦର୍ଶକ ବିଭୋର ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ…

ସପ୍ତମ ଗଡଜାତ ଲୋକମହୋତ୍ସବର ଷଷ୍ଠ ସନ୍ଧ୍ୟା, ମନମୋହିଲା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁରଠାରେ ଚାଲିଥିବା ସପ୍ତମ ଗଡଜାତ ଲୋକମହୋତ୍ସବର ବୁଧବାର ସପ୍ତମ ସନ୍ଧ୍ୟାରେ ବୀରନରସିଂହପୁର ସମିତି ସଭ୍ୟା କଲ୍ୟାଣୀ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ…

ସପ୍ତମ ଗଡ଼ଜାତ ଲୋକ ମହୋତ୍ସବର ପଞ୍ଚମ ସନ୍ଧ୍ୟା

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହିଧର ରଣା ଯୋଜନା…

ସପ୍ତମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ))  ବ୍ଲକ ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ. ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗେଂଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ…

ପ୍ତମ ଗଡ଼ଜାତ ଲୋକ ମୋହତ୍ସବର ଦ୍ୱିତୀୟ ଦିବସ

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ସପ୍ତମ ଗଡ଼ଜାତ ଲୋକ ମୋହତ୍ସବ ର ଦ୍ୱିତୀୟ ଦିବସରେ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ -ରମେଶ ଚନ୍ଦ୍ର ତାରିଣୀଆ ଏବଂ ସମ୍ମାନିତ ଅତିଥି ଭାବେ…

ପୂଜା ପାଠ ସହ ଆରମ୍ଭ ହେଲା ଖପ୍ରାଖୋଲ ମହୋତ୍ସବ

ଖପ୍ରାଖୋଲ :୧୫/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ତୃତୀୟ ଖପ୍ରାଖୋଲ ମହୋତ୍ସବ ପୂଜା ପାଠ ସହ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଇଷ୍ଟ ଦେବୀ ମା ଡୁମେରତଲେନ୍ ଙ୍କ ଠାରେ ପୂଜା ପାଠ…

ତୃତୀୟ ଗନ୍ଧରାଢ଼ୀ ଲୋକ କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ତୃତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସହ ସମ୍ପାଦକ ସ୍ଵାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବ…

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘୋଷକ ଚୟନ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ପାଇଁ ସାଂସ୍କୃତିକ କମିଟିର ବୈଠକ ସାଂସ୍କୃତିକ କମିଟି ଅଧ୍ଯକ୍ଷଙ୍କ ପରାମର୍ଶରେ ଆବାହକ ଜିଲ୍ଲା ସଂସ୍କୃତି ଅଧୂକାରୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୁତ କରାଯାଇଥିଲା । ବୈଠକରେ ସୁବର୍ଣ୍ଣ ଲୋକ…

ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଧର୍ମଗଡ଼:  ୯/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦର ୱା ନ ଅଧ୍ୟକ୍ଷ…