ଗୋଚର ଜମି ନଥିବାରୁ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଅଜବ ଢଙ୍ଗରେ ଧାରଣା ଦେଲେ ଗ୍ରାମବାସୀ
କେସିଙ୍ଗା ; (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଶୁକୁନାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଢଙ୍ଗ ଘଟଣା । ସୂଚନା ମୁତାବକ ସୂକୁନାଭଟା ଗ୍ରାମର ନାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨…