ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇ,ଏ,ଏସ ପ୍ରେକ୍ଷା ଅଗ୍ରୱାଲ
ଧର୍ମଗଡ଼ ତା ୬/୨୫ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ପ୍ରେକ୍ଷା ଅଗ୍ରୱାଲ। ଆଜି ସେ ତାଙ୍କ କାର୍ଯ୍ୟାଳୟ ରେ ଯୋଗଦାନ କରିବାପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ…
ନବରଙ୍ଗପୁର ଇତିହାସ କୁ ମନେ ପକେଇବା ପାଇଁ ନିଆରା ପ୍ରୟାସ
ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଇନ୍ଦ୍ରାବତୀ ନିକଟରେ ଥିବା ଶ୍ମଶାନ ଉନ୍ନତି ପାଇଁ ନବରଙ୍ଗପୁର ବିଧାୟକ, ନନ୍ଦାହାଣ୍ଡି ବିଡ଼ିଓ, ନବରଙ୍ଗପୁର ପୌର ପାଳିକା ନିର୍ବାହୀ ଅଧିକାର ଆଜି ଶ୍ମସାନ ଏବଂ ବ୍ରିଟିଶ ଦିନର ଇନ୍ଦ୍ରାବତୀ ଲୁହା ବ୍ରିଜ ଓ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ,ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ
ନବରଙ୍ଗପୁର:୬ ।୮ ଅତିଶାନ୍ତ,ସରଳ, ମିଷ୍ଟଭାଷୀ,ଧର୍ମପ୍ରାଣ, ସମସ୍ତଙ୍କ ପ୍ରିୟ ଆଦରଣୀୟ ଗୁରୁଜୀ,ନବରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ, ଚାମୁରିଆଗୁଡ଼ା ନିବାସୀ ଦେବେନ୍ଦ୍ର ଧାକଡଙ୍କ ବୁଧବାର ଦିନ ୩.୦୦ଘଣ୍ଟ। ସମୟରେ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ଚିକିସ୍ଵାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ…
ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା,ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ନବରଙ୍ଗପୁର: ୫।୮ ନବରଙ୍ଗପୁର ଜିଲାର ନୂତନ ଜିଲାପାଳ ଡ଼ଃ. ମହେଶ୍ବର ସ୍ବାଇଁ ଙ୍କୁ ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୂ), ନବରଙ୍ଗପୁର ଜିଲା ଶାଖା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ…