ସ୍ୱାଧୀନତା ଦିବସ ଏବଂ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ପୁରୀ: (ମନୋଜ କୁମାର ବଳିଆରସିଂ)ପୁରୀ ନବକଳେବର ରୋଡ ,ମଧୁବନ ଦ୍ଵିତୀୟ ଲେନ ସ୍ଥିତ ବିନାୟକ ବିଦ୍ୟାମନ୍ଦିର ପରିସରରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ମଧୁବନର ସମସ୍ତ ଗଳି ଗୁଡିକୁ ପ୍ରଭାତ ଫେରିରେ ଯାଇଥିଲେ।ମହାପୁରୁଷ ମାନଙ୍କର…