ଘଡ଼ଘଡ଼ି ସହ ବର୍ଷା, ଅସହ୍ୟ ତାତିରୁ ମିଳିଲା ଆଶ୍ବସ୍ତି

ହରଭଙ୍ଗା (ଚିତ୍ତରଞ୍ଜନସିଂ)ସାରା ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାହ ଜାରି ରହିଥିବା ବେଳେ ତାର ଅନୁଭୂତି ହରଭଙ୍ଗା ଅଞ୍ଚଳ ରେ ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଦିନ ହେବ ପାଗର ସାମାନ୍ୟ ପରିବର୍ତନ ମେଘୁଆ ପାଗ ହେତୁ ଗରମ ରୁ ଟିକେ ତ୍ରାହି…

ଭାରସାମ୍ୟ ହରେଇ ଘଛ ରେ ପିଟି ହେଲା କାର

ହରଭଙ୍ଗା ୭/୫ (ଚିତ୍ତ ରଞ୍ଜନ ସିଂ )ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କଇରୀଘାଟି ନିକଟ ରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି।ଏକ ନାଲି ରଙ୍ଗର କାରଟି ଯାହାର ନମ୍ବର OD 15 S…

ପୁରୁଣାକଟକ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ହରଭଙ୍ଗା: ୭/୫ (ଚିତ୍ତ ରଞ୍ଜନ ସିଂ )ଆଗାମୀ ୨୦୨୪  ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୁରୁଣାକଟକ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ପୁରୁଣାକଟକ ଥାନା ଅଧିକାରୀ ସାରଦା…

ଅମ୍ବାଦଳା ସାପ୍ତାହିକ ହାଟରେ କଂଗ୍ରେସ ଦଳର ନିର୍ବାଚନୀ ପ୍ରଚାର

ମୁନିଗୁଡା:୭।୫(ରମାକାନ୍ତ ପୋଡାଳ)ରାୟଗଡ଼ ଜିଲ୍ଲା ଅମ୍ବାଦଳା ସାପ୍ତାହିକ ହାଟରେ ସୋମବାର କଂଗ୍ରେସ ଦଳର କର୍ମୀ ମାନେ ନିର୍ବାଚନୀ ପ୍ରଚାର କରିଛନ୍ତି। ସୋମବାର ମୁଖ୍ୟ ବଜାରରେ ସାପ୍ତାହିକ ହାଟ ହୋଇଥିବାରୁ ଉପାନ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ | ଏହାର ଭରପୁର…

ନିଆଁ ଲାଗି ତିନି ବଖରା ଘର ସହିତ ଲକ୍ଷାଧିକ ଟଙ୍କlର ସମ୍ପତି ଭଶ୍ମିଭୁତ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ପଞ୍ଚାୟତ (ଛତ୍ରଙ୍ଗ )ରହଣି ସାହି ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ତିନି ବଖରା ଘର ପୋଡି ଭଶ୍ମିଭୁତ ଅଳ୍ପକେ ବର୍ତିଲେ ପରିବାର l ଖବର ମତେ ଛତ୍ରଙ୍ଗ ଗ୍ରାମ ରହଣି ସାହି…

ଅଜଣା ଗାଡି ଧକ୍କା ରେ ବୃଦ୍ଧା ଙ୍କ ଜୀବନ ଗଲା

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ସରକାର ଙ୍କ ପକ୍ଷରୁ କୁହାଯାଉଛି ଯେ କୌଣସି ବ୍ୟକ୍ତି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେଲେ ତାଙ୍କୁ ତୁରନ୍ତ ସହାୟତା ର ହାତ ବଢ଼ାଇବା, ମେଡିକାଲ ନେବା, ପୋଲିସ କୁ ଜଣାଇବା l ଏପରିକି ପୋଲିସ…

ମଡେଲ୍ ଡିଗ୍ରୀ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ (କଟାତଳ) ସ୍ଥିତ ମଡେଲ୍ ଡିଗ୍ରୀ କଲେଜରେ ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀ ମାନେ ଶନିବାର ଦିନ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ କଲେଜ ସମ୍ମୁଖରେ ଅବରୋଧ କରିଥିଲେ…

କେସିଙ୍ଗା ନଗର ବିଜେପି ପକ୍ଷରୁ ଯୁବ ଓ ମହିଳା ସମାବେଶ ଅନୁଷ୍ଠିତ

କେସିଙ୍ଗା: ( ପ୍ରୀତୀଶ ପଟେଲ )ସାଧାରଣ  ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ବେଳେ କେସିଙ୍ଗା ବିଜେପି ତାର କର୍ମକର୍ତ୍ତା ମାନଙ୍କୁ ଏକାଠି କରିବା ସହିତ ଦଳରେ ନୂତନ କର୍ମକର୍ତ୍ତା ମାନଙ୍କୁ ଦଳ ରେ ସାମିଲ କରି ଦଳ କୁ ଆହୁରି ମଜଭୁତ…

ଆଦର୍ଶ ଆଚରଣ ଵିଧି ଉଲଂଘନ

ହରଭଙ୍ଗା :୨୫ /୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପୁଣି ଆଦର୍ଶ ଆଚରଣ ଵିଧି ଉଲଂଘନ ର ଚିତ୍ର ଦେଖିବାକୁ ମିଳିଛି l ବ୍ଲକ ର ତୀରଡ଼ ମହାନଦୀ କୂଳରେ ଜଳ ସମ୍ପଦ ବିଭାଗ ଓଡିଶା ସରକାର ଙ୍କ…

ଅଂଶୁଘାତ ରେ ମୃତ ଅଭିଯୋଗ

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଡାସିଙ୍ଗା ଗ୍ରାମର ରାଧେଶ୍ୟାମ ପାଣ୍ଡେ ଙ୍କ ଅଂଶୁଘାତ ରେ ମୃତ୍ୟୁଅଭିଯୋଗ।ସୂଚନା ମତେ ରାଧେଶ୍ୟାମ ଜଣେ ଦିନ ମଜୁରିଆ।ସବୁଦିନ ପରି ଗତକାଲି ମଧ୍ୟ ଜଙ୍ଗଲ କୁ ଯାଇଥିଲେ।କିନ୍ତୁ ଜଙ୍ଗଲ…