ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ ଚାଲୁରହିଛି

ଢେଙ୍କାନାଳ : (ଶୁଭମ ପାଣି )ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଚନ୍ଦନ ଲାଗି ବେଶ ଚାଲୁରହିଛି। ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ। ପ୍ରତ୍ୟେକ ଦିନ ଖେଚୁଡ଼ି ଧୂପ…

ମା’ ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି

ଢେଙ୍କାନାଳ  ୧୮/୫( ଶୁଭମ ପାଣି )ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୦ତମ ଜନ୍ମ ବାର୍ଷିକ ଯଜ୍ଞ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଏହି ଯଜ୍ଞ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ଦାବି

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ସହର ଭାବେ କେସିଙ୍ଗା ପରିଗଣିତ ।ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳ ତଥା  ଜିଲ୍ଲାର ଦ୍ଵାର ଭାବେ ପରିଚିତ ।୨୦୦୯ ମସିହା ପୂର୍ବରୁ କେସିଙ୍ଗା ଜିଲ୍ଲା ର ଏକ ନିର୍ବାଚନ…

ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ:୧୭/୫ : ଢେଙ୍କାନାଳ ସହର ଜୁବୁଲିଟାଉନ୍‌ସ୍ଥିତ ମା ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା’ ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପୀ ଅନୁଷ୍ଠିତ ହେବ ।…

୧୬ ପେଟି ବିଦେଶୀ ମଦ ଜବତ,ଜଣେ ଗିରଫ

ହରଭଙ୍ଗା(ଚିତ୍ତରଞ୍ଜନସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି l ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ…

ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପରିଚାଳନା ଦିଗରେ ଗୁରୁତ୍ୱାରୋପ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଛନ୍ତି।ଜିଲ୍ଲା ପରିଷଦ…

ଅଦିନିଆଁ ଘୁର୍ଣ୍ଣି ଝଡ଼ରେ ଭାଙ୍ଗିଲା ଟାୱାର, ଉଡିଲା ଛପର

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଗତକାଲି ବିଳମ୍ବିତ ରାତ୍ରିରେ ଅଦିନିଆ ଘୁର୍ଣ୍ଣି ଝଡ଼ ପ୍ରଭାବ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି l ହଠାତ ଘୁର୍ଣ୍ଣି ଝଡ଼ ସହିତ ଘଡ ଘଡି, ଓ ଝିପିଝିପି ବର୍ଷା…

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ନବରଙ୍ଗପୁର : (ବେଣୁଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ଗ୍ରାମପଞ୍ଚାୟତ ଏକରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠଇଶ୍ଵ ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଇଯାଇଛି ! ପ୍ରଥମ ଦିନ ଅଧିବାସ ଓ ନଦୀ ରୁ…

ନାମଙ୍କନ ପରେ ପ୍ରଚାର ମୈଦାନରେ ପ୍ରାର୍ଥୀ

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ନିର୍ବାଚନ ମଣ୍ଡଳୀର ୩ ଦଳ ର ପ୍ରାର୍ଥୀ ଏବେ ଗାଁ କୁ ଗାଁ ବୁଲି ପ୍ରଚାର କରୁଛନ୍ତି । ଏହି କ୍ରମରେ ଆଜି ବୌଦ୍ଧ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର…

ବସ ଦୁର୍ଘଟଣା ଡ୍ରାଇଭର ମୃତ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁରରେ ଅଘଟଣ, ଦୁଇ ଯାତ୍ରୀବାହୀ ବସ୍ ମୁହାଁ ମୁହିଁ ଧକ୍କା । ବହୁ ଯାତ୍ରୀ ଆହତ । ଦୁଇ ବସର ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଥିବାବେଳେ ଚକାଡୋଳା ବସର ଡ୍ରାଇଭାରଙ୍କ ମୃତ୍ୟୁ ହୋଇଥିବା ସୂଚନା।…