ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୧୨ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ; ଦୂର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଢେଙ୍କାନାଳ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କାର୍ଯ୍ୟାଳୟ ଠାରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଶାଖା ପରିଚାଳକ ସିପ୍ ସାଗର ଆର୍ଚାଯ୍ୟ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

କାଶୀପୁର ଠାରେ ତିନି ଦିନ ଧରି ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ଉଦଯାପିତ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମାଁ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ସ୍ଥିତ ଖେଳ ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ଆଜି ବଡ଼ ଜାଖଜଖମ ରେ ଉଜ୍ୟାପିତ…

ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡା ଜଙ୍ଗଲ ରୁ ବୋଲେରୋ ଗାଡି ସହ ୧୦୪ କେଜି ଗଂଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ରାତି ୭ ଟା ରେ ସୂଚନା ଜାରି କରାଯାଇଛି l…

ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ମଣ୍ଡି ରେ ଅବ୍ୟବସ୍ଥା ଓ ଧାନ କିଣା ଯାଉ ନ। ଥିବା ଅଭିଯୋଗ ନେଇ ଚାଷୀ ଏବଂ ବିଜେପି କାର୍ମକର୍ତା ଙ୍କ ପକ୍ଷରୁ ରାସ୍ତା ରେ ଧାନ ବସ୍ତା…

ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ କୁ ଵଡବସୁଲ ଗ୍ରାମ ପଞ୍ଚାୟତ ଠାରେ ଆରମ୍ଭ

ଧର୍ମଗଡ଼ :୮/୧(ହେମନ୍ତ କୁମାର ମାଝୀ) ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ ଏଵଂ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କର ପତ୍ରିକା ନିମନ୍ତ୍ରଣ ଧର୍ମଗଡ଼ ବ୍ଲକ ବଡବସୁଲ ଗ୍ରାମପଞ୍ଚାୟତ ରେ ଆରମ୍ଭ ହୋଇଯାଇଛି ଉକ୍ତ କଳସ ଯାତ୍ରା ରେ ବରିଷ୍ଠ ଆଇନଜୀବୀ ଓ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡୋକରିଚଞ୍ଚରା ,ପିକନିକ ଋତୁରେ ପ୍ରଵଳ ଗହଳି

ଧର୍ମଗଡ଼ :(ହେମନ୍ତ କୁମାର ମାଝି )କଳାହାଣ୍ଡି ଜିଲ୍ଲା କୋକସରା ଵ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରିଚଞ୍ଚରା। ପ୍ରାକୃତିକ ପରିବେଶ ଓ ପ୍ରକୃତି ରାଣୀ ବିଭିନ୍ନ ମନୋରମା…

ଜନଶୁଣାଣି ଶିବିରରେ ୯୯ ଟି ଅଭିଯୋଗର କରାଗଲା ତତକାଳ ସମାଧାନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୯  ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି l ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ…

କଂଗ୍ରେସ ଦଳର ରଣ ହୁଙ୍କାର

ବଲାଙ୍ଗୀର ବ୍ୟୁରୋ : (ନରେନ୍ଦ୍ର ନେଗୀ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସାରେସମାଲ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ନିର୍ବାଚନୀର ବିଗୁଲ ବଜାଇଛି କଂଗ୍ରେସ ଦଳ l ଆଜି ହଜାର ହଜାର କଂଗ୍ରେସ କର୍ମୀଙ୍କୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ…

ବିଜେଡି ଛାଡିଲେ ବଳଭଦ୍ର

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ସୋମବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି l ବିଜୁ ଜନତା ଦଳ ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରେରଣ କରିଥିବା ଜଣା ଯାଇଛି…

ଆଶାକର୍ମୀ ମାନଙ୍କର ୯ ଦଫା ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର ; (ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶାରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଆଶା କର୍ମୀ ସଂଘର ଆହ୍ୱାନ କ୍ରମେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ…