ଅମ୍ବାଦଳା ପ୍ରେସ ୟୁନିୟନର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ପାଳିତ

ମୁନିଗୁଡା :  (ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା ଅମ୍ବାଦଳା ପ୍ରେସ ୟୁନିୟନ ପକ୍ଷରୁ ୨୦୨୪ ବାର୍ଷିକ ଉତ୍ସବ ଧୁମ ଧାମରେ ପାଳନ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ଦୀପ…

କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ଓ ସାଇକେଲ ରାଲି

କାଶୀପୁର : (ଅଞ୍ଜନ କୁମାର ନାଏକ)ଗତ କିଛି ଦିନ ଧରି ” ବନ ସୁରକ୍ଷା ଆମରି ରକ୍ଷା ” ସଚେତନତା କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲା ରେ ଅନୁଷ୍ଠିତ ହୋଇ ଆସିଥିବା ବେଳେ କାଶୀପୁର ବ୍ଲକ ବନଖଣ୍ଡ ଅନ୍ତର୍ଗତ ମାଣ୍ଡିବିଶି ଓ ଗଡିବାଲି…

ବିଜେପିରେ ମିଶିଲେ ଦେବାଶିଷ ନାୟକ

ଭୁବନେଶ୍ୱର ବ୍ୟୁରୋ : (ସଞ୍ଜୟ ମହାନ୍ତି ) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ବିଜେଡି ଛାଡି ପଦ୍ମ ଧରିଲେ ଦେବାଶିଷ ନାୟକ ।  ୪  ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେଡିରୁ ଇସ୍ତଫା…

ନୂଆଦିଲ୍ଲୀ ର ହାଉଜଖାସ ଜଗନ୍ନାଥ ମନ୍ଦିରରେ ଅଗ୍ନି ଉତ୍ସବ ପାଳନ

ନୂଆଦିଲ୍ଲୀ :୨୪/୦୨(କିଶୋର ଦ୍ଵିବେଦୀ )ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଅଗ୍ନି ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି।ପବିତ୍ର ମାଘ ପୁର୍ଣିମାର ପୁଣ୍ୟତିଥିରେ ଅଗ୍ନି ଦେବତାଙ୍କ ପୂଜନ ଉଦେଶ୍ୟରେ ଆୟୋଜିତ ଏହି ମହୋତ୍ସବ ରେ ଶତାଧିକ ଓଡ଼ିଆ…

ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଏବଂ ଲକ୍ଷ୍ମୀ ବସ୍ ଉଦ୍‌ଘାଟନ

ବେଲଗୁଣ୍ଠା:  ୨୪/୦୨ (ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍…

ଅବକାରୀ ବିଭାଗ ଦ୍ୱାରା ମହୁଲ ପୋଚ ନଷ୍ଟ ଓ ଜଣେ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଅବକାରୀ ବିଭାଗ ସ୍କ୍ୱାର୍ଡ ପାର୍ଟି ଦ୍ୱାରା ବେଆଇନ ଚୋରା ଦେଶୀ ମଦ କାରବାର ଉପରେ ଚଢ଼ାଉ l ଲକ୍ଷାଧିକ ଟଙ୍କାର ମହୁଲ ପୋଚ ନଷ୍ଟ ଓ ଜଣକୁ ଗିରଫ l ସୂଚନା ମୁତାବକ ବୌଦ୍ଧ…

ମୁକୁଳା ଡ୍ରେନ ହେଲା କାଳ,ଡ୍ରେନରେ ପଡି ଆଖିରେ ପଶିଲା ଲୁହା ରଡ଼

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଡ୍ରେନରେ ପଡ଼ି ଆଖି ଭିରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା ।ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ…

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା

ଧର୍ମଗଡ଼ : ୨୪/୨(ହେମନ୍ତ କୁମାର ମାଝୀ)ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ ଅଦାଲତ ।୨୦୨୨ ମସିହାରେ ଧର୍ମଗଡ଼ ବସ୍ତିପଡା ରେ ବସବାସ କରୁଥିବା ନଳକୂପ ଠିକାଦାର…

୧୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ, ଟ୍ରକ ସହ ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସକୁ ବଡ଼ ସଫଳତା l ୧୦  କୁଇଣ୍ଟାଲ ୨୫  କେଜି ଗଂଜେଇ ଜବତ, ଗୋଟିଏ ଟ୍ରକ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ…

୬ ଦିନ ହେଲା ରୋଜଗାରିଆ ପୁଅ ନିଖୋଜ, ଚିନ୍ତାରେ ବାପା ମା

ବେଲଗୁଣ୍ଠା – ୨୩/୦୨(ସୁଶାନ୍ତ କୁମାର ବେହେରା )ତାରସିଙ୍ଗ ଥାନା ବେଙ୍ଗସର ଗ୍ରାମରେ ୨୯ ବର୍ଷୀୟ ରୋଜଗାରିଆ ପୁଅ ଗତ ୬ଦିନ ହେଲା ହଠାତ ନିଖୋଜ ହୋଇପଡିଥିବା ବେଳେ ପରିବାର ଓ ଗ୍ରାମବାସୀ ଖୋଜିଖୋଜି ନୟାନ୍ତ ହୋଇ ପଡିଲେଣି ହେଲେ ପୁଅର ଖୋଜ…