ମହାନଦୀ କୁ ରତ୍ନ ପଥର ଖୋଜି ଯାଇ, ପଥର ସନ୍ଧି ରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ :  (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମର୍ଯ୍ୟକୁଦ ନିକଟସ୍ତ ମହାନଦୀ ଗର୍ଭ ରେ ଥିବା କୁଲାରୀପୁଟ ନିକଟକୁ ରତ୍ନ ପଥର ଖୋଜିବାକୁ ଯାଇ, ଯୁବକ ଜଣଙ୍କ ପଥର ସନ୍ଧି ରେ ଚାପି ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ ଆଠମଲ୍ଲିକ…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଧର୍ମଗଡ଼: ୩୦/୩(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର ବରିଷ୍ଠ ଇତିହାସ ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ରଙ୍କ ଚାକିରୀରୁ ଅବସର ପରିପେକ୍ଷିରେ ଏକ ସଭା ଅନୁଷ୍ଠିତ ହୋଇଯାଇ ଅଛି l…

ସୋନପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଆଗକୁ ଅଛି ସାଧାରଣ ନିର୍ବାଚନ l ଏନେଇ କଂଗ୍ରେସ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ସାଇ ଗେଷ୍ଟହାଉସ ଠାରେ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଓଡ଼ିଆ ନବ ବର୍ଷ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର :  ( ବେଣୁ ଗୋପାଳ ରାଓ)ସ୍ଥାନୀୟ ଭଗବତୀ ସାହି ହନୁମାନ ମନ୍ଦିର ଠାରେ ହିନ୍ଦୁ ଏକତା ବାହିନୀର ଆବାହକ ଶ୍ରୀ ଗୌରି ଶଙ୍କର ସାହୁଙ୍କ ତତ୍ତ୍ୱାବଧାନରେ ଆସନ୍ତା ଏପ୍ରିଲ ମାସ ୧୪ ତାରିଖ, ଓଡ଼ିଆ ନବ ବର୍ଷ ଉପଲକ୍ଷେ ପୂର୍ବ…

ବିଜେପି ସମ୍ବାଦିକ ସମ୍ମିଳନୀ,ନବରଙ୍ଗପୁର ସାଂସଦ ପାର୍ଥି ବଳଭଦ୍ରଙ୍କ ଗ୍ୟାରେଣ୍ଟି

ନବରଙ୍ଗପୁର :  (ବେଣୁଗୋପାଳ ରାଓ )ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ ବଳଭଦ୍ର ଙ୍କ ଗ୍ୟାରେଣ୍ଟି । ଦେଶ ପାଇଁ ମୋଦି ଙ୍କ ଗ୍ୟାରେଣ୍ଟି ପରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ…

କୁଡା ସିଙ୍ଗା ରୁ ଗାଡ଼ ଭାଲୁ ଉଦ୍ଧାର

ହରଭଙ୍ଗା ୨୯/୦୩  (ଚିତ୍ତରଞ୍ଜନ ସିଂ) ବୌଦ୍ଧ ବନ ଖଣ୍ଡ ପୁରୁଣା କଟକ ରେଞ୍ଜ କୁସଙ୍ଗ ସେକ୍ସନ ଅନର୍ଗତ ନୂଆ କୁଡାସିଙ୍ଗଲ ଗ୍ରାମ ରୁ ଶୁକ୍ରବାର ଦିନ ଅପରାହ୍ନ ରେ ଏକ ଜଙ୍ଗଲୀ ଗାଡ଼ ଭାଲୁ ଉଦ୍ଧାର କରିଛି ବନ ବିଭାଗ l…