ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ

ହରଭଙ୍ଗା(ଚିତ୍ତରଞ୍ଜନସିଂ)ବୌଦ୍ଧ।ଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନଶକ୍ତି ବିଭାଗର ତରଫରୁ ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ବ୍ୟବସ୍ଥାରେ ନିୟମିତ ଭାବେ…

ମୋ ହସ୍ପିଟାଲ ରୁପାନ୍ତିକରଣ ଅଭିଯାନରେ ଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ଉଦଘାଟିତ

ଟିଟିଲାଗଡ଼( ସଞ୍ଜୟ କୁମାର ନାୟକ) ସୋମବାର ଦିନ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟ ସରକାରଙ୍କ ୫ ଟି ଉପକ୍ରମ ଅଧୀନରେ ଥିବା ମୋ ହସ୍ପିଟଲ ରୂପାନ୍ତରିକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ,…

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ୟାସ କଲେ ୨୧ ଟି ଅମୃତ ଷ୍ଟେସନ ଯୋଜନା

( ବିକଶିତ ଭାରତ ର ସ୍ବପ୍ନ ତେବେ ପୂରଣ ହେବ ଯେବେ ପ୍ରତ୍ୟେକ ଗାଆଁ ହେବ ବିକଶିତ – ରାଜ୍ୟପାଳ) କେସିଙ୍ଗା :  (ପ୍ରୀତେଶ ପଟେଲ)ଆଧୁନିକ ଏବଂ ଦୂତ ରେଲ ସେବା ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି,| ଅମୃତ ଭାରତ ଷ୍ଟେସନ…

ବୌଦ୍ଧ ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ଆଭାସୀ ମାଧ୍ୟମରେ ଆମ ଡାକ୍ତରଖାନାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ମାଉସୀ ମା ଗୋଷ୍ଠୀ କେନ୍ଦ୍ର ଠାରେ ସୋମବାର ଅପରାହ୍ନ ୪ଟା ରେ ଆଭାସୀ ମାଧ୍ୟମରେ ଆମ ଡାକ୍ତରଖାନା କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି l ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟ ଠାରେ ଆମ ଡାକ୍ତରଖାନା ଉଦ୍ଘାଟିତ ହୋଇଛି l…

ମହାଲିକ ପଡା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ

ହରଭଙ୍ଗା : (ଚିତ୍ତରଞ୍ଜନସିଂ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡ଼ା ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଆଜି ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ଶୁଭ ଉଦ୍ଘାଟନ କରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ…

ପ୍ରବାସୀ ଓଡ଼ିଆ ଙ୍କ ପୁଷପୁନି ଭେଟଘାଟ

ହରଭଙ୍ଗା( ଚିତ୍ତରଞ୍ଜନ ସିଂ)ମହାରାଷ୍ଟ୍ର ପୁନା ସହର ରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କ ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍ ” (ବି ସି ଏ )ତରଫ ରୁ ସଭାପତି ହେମସାଗର ସାହୁ ଙ୍କ ଅଧ୍ୟକ୍ଷତା ରେ ଆଜି ପୁନେ ର ଜୁନିଅର…

ଜିଲ୍ଲା ବନ ବିଭାଗ ପକ୍ଷରୁ ଦୁର୍ଭାଗ୍ୟ ପୂର୍ଣ୍ଣ ପଦକ୍ଷେପ ରେ ଗଣ ଦୌଡ

ରାୟଗଡା : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ବନାଞ୍ଚଳ ପକ୍ଷରୁ କିଛି ଦିନ ତଳେ ” ବନ ସୁରକ୍ଷା ଆମରି ରକ୍ଷ୍ୟା “ଭଳି ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଗଣ ଦୌଡ କାର୍ଯ୍ୟକ୍ରମ ଟି ସଖାଳ ପ୍ରାୟ ୭…

ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ,ତୃଣମୂଳ ସ୍ତରରେ ସଂଗଠିତ ହେବାକୁ ଆହ୍ବାନ

ଖପ୍ରାଖୋଲ ୨୫/୧୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ ଲାଠୋର ସ୍ଥିତ ଗୋଷ୍ଟି କେନ୍ଦ୍ର ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଟିତ ସମ୍ମିଳନୀ ବ୍ଲକ ସଭାପତି ବିଜୟ ବେହେରାଙ୍କ ସଭାପତିତ୍ୟରେ ଅନୁଷ୍ଟିତ ହୋଇଥିବା…

ବଘିଆପଡା ଓ ଟିକରପଡା ଠାରେ ବିଜେପିର କର୍ମୀ ସମ୍ମିଳନୀ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ଆଜି ବଘିଆପଡା ଓ ଟିକରପଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି l ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବଘିଆପଡ଼ା ଠାରେ ଆୟୋଜିତ ବିଜେପି ର କର୍ମୀ ସମ୍ମିଳନୀ ରେ…

ପ୍ରତିବାଦ ରେ ୧୨ ଘଣ୍ଟିଆ ବନ୍ଦ ଡାକରା.ଦେଲା କ୍ରିୟାନୁଷ୍ଠାନ କମିଟି

ହରଭଙ୍ଗା ;   (ଚିତ୍ତ ରଞ୍ଜନ ସିଂ ) :ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ରାଜ୍ୟରେ ୩୪ଟି ନୂଆ NAC ଓ 5ଗୋଟି NAC କୁ ମୁନିସିପାଲିଟି ରେ ଉନ୍ନୀତ କରିବା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ କୁ NAC ରୁ ବାଦ…