କୁଶଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରୁ ମୃତ ବାରହା ଜବତ ସହ ଆସାମୀ ଗିରଫ, ତିନି ଅଭିଯୁକ୍ତ ଫେରାର

ବୌଦ୍ଧ :  ( ଚିତ୍ତରଞ୍ଜନ ସିଂହ ) ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅଭ୍ୟାରଣ୍ୟ ମଧ୍ୟରୁ ଗତକାଲି ବିଳମ୍ବିତ ରାତି ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ମୃତ ବାର୍ହl ଜବତ କରିବା ସହ ଜଣେ ଆସାମୀ କୁ…

ପତ୍ନୀ ହନ୍ତା କୁ ଆଜୀବନ କାରାଦଣ୍ଡ ୧୦ ହଜାର ଟଙ୍କା ଜରିମାନା

ଧର୍ମଗଡ:୨୯/୨(ହେମନ୍ତ କୁମାର ମାଝୀ)ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖ ରେ ଆମ୍ବପାଣି ଥାନା ଅର୍ନ୍ତଗତ ନୂଆ ଗାଁ ର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତ ଙ୍କୁ ଯୌତୁକ ପାଇଁ ଦଉଡ଼ି ରେ ତଣ୍ଟି ଚିପି ହତ୍ୟା କରିଥିଲା।ଏହି…

୧୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଂଜେଇ ଜବତ, ଟ୍ରକ ସହ ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ପୋଲିସକୁ ବଡ଼ ସଫଳତା l ୧୦  କୁଇଣ୍ଟାଲ ୨୫  କେଜି ଗଂଜେଇ ଜବତ, ଗୋଟିଏ ଟ୍ରକ ସହ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ l ସାମ୍ବାଦିକ…

ମୂଲ୍ୟବାନ କାଠ ପଟା ସହ କାଠ ମାଫିଆଙ୍କୁ ଧରିଲା ବନବିଭାଗ

ହରଭଙ୍ଗା  (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଲୁଣ୍ଡୁରୁଝୁରି ଗ୍ରାମ ଜଙ୍ଗଲ ରେ ଏସିଏଫ ବିମଲ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ…

ଆକାଉଣ୍ଟ ରୁ ୨୦ହଜାର ଟଙ୍କା ଲୁଟି ନେଲେ ସାଇବର ଠକ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ଆକାଉଣ୍ଟ ରେ କଳାକନା ବୁଲେଇଲେ ସାଇବର ଠକ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ହାତ ବାନ୍ଧି ବସିଛି ପୋଲିସ । ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ ହେଲେ ଅଭିଯୋଗକାରୀ । ଇଲେଟ୍ରିକ…

ବିଦ୍ୟୁତ ଖୁଣ୍ଟରେ ସଂସ୍ପର୍ଶରେ ଅଜଣା ଯୁବକଙ୍କ ଜୀବନ ଗଲା ; ପାଟଣାଗଡ଼ ପୁଲିସ ତଦନ୍ତ ଜାରି

ପାଟଣଗଡ଼ ବ୍ୟୁରୋ:୦୨/୦୨ ( ନରେନ୍ଦ୍ର ନେଗୀ)ବିଦ୍ୟୁତ ଖୁଣ୍ଟର ସସ୍ପର୍ଶରେ ଆସି ଅଜଣା ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ପାଟଣାଗଡ଼ ଧୂମାଭଟା ରାସ୍ତା ଟିଭିଏସ ଶୋରୁମ ନିକଟରେ ଥିବା ଧୀରେନ୍ଦ୍ର ନଗରରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି…

ନବରଙ୍ଗପୁର SPଙ୍କ ନିର୍ଦେଶ ରେ Atm ଲୁଟେରା ଙ୍କୁ ଗଡ଼ାଇ ଗଡ଼ାଇ ଡାବୁଗାଁ ଅଂଚଳରେ ଧରିଲା ପୋଲିସ

ନବରଙ୍ଗପୁର:-  (ବେଣୁ ଗୋପାଳ ରାଓ )ଡ଼ାବୁଗାଁ ଥାନା ଅଧିନ ଡ଼ାବୁଗାଁ ଉମରକୋଟ ରାସ୍ତାରେ ଥିବା ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲ ମଧ୍ୟରୁ ନବରଙ୍ଗପୁର ସହରରୁ ଏକ ଏଟିମକୁ ଭାଙ୍ଗି ଦୁର୍ବୃତ ନେଇ ଯାଉଥିବା ବେଳେ ନବରଙ୍ଗପୁର Sp ଙ୍କ ନିର୍ଦେଶ କ୍ରମେ…

ପୁଣି ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ,ମାଓ ସାମଗ୍ରୀ ଜବତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ପୁଣି ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ । ଏକ ରାଇଫଲ ବନ୍ଧୁକ, ଲ୍ୟାଣ୍ଡମାଇନ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଗତ ମାସରେ ମନମୁଣ୍ଡା ଥାନା ନଳୀକୁମ୍ପା…

କଳାଖଣ୍ଡି ଗ୍ରାମ ନିକଟରୁ STF ଦ୍ୱାରା ୧୪୩ କିଲୋ ଗଞ୍ଜାଇ ଜବତ, ଜଣେ ଗିରଫ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ନିକଟରୁ ମଙ୍ଗଳବାର ଦିନ ଗୋଟାଏ ସମୟରେ STF ଦ୍ୱାରା ୧୪୩ କିଲୋ  ଗଞ୍ଜାଇ ଜବତ କରାଯାଇଛି l ସୂଚନା ପ୍ରକାରେ…

ଅବକାରି ବିଭାଗ ଓ ଗ୍ରାମବାସୀ ମଧ୍ୟରେ ଝଗଡା,ଥାନାରେ ମାମଲା ରୁଜୁ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ମହାଳିକ ପଡ଼ା ପଞ୍ଚାୟତ ର ଭାବପୂର୍ ଗ୍ରାମରେ ରନ୍ଧା ଦେଶୀ ମଦ କାରବାର ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ଆଠ ଟା ସମୟରେ ହରଭଙ୍ଗା ଅବକାରୀ ବିଭାଗ ଇନିକ୍ସପେକ୍ଟର ସାଗରିକା…